Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଅଶି ଦଶକ ର ପୂର୍ବ ଲେଖା ମୋ କଲେଜ ଜୀବନର | 11

ଜଗତସିଂହପୁର , 23/06/2025, ବିକ୍ରମ ଓଡ଼ିଶା ନିୟୁଜ: ଅଶି ଦଶକ ର ପୂର୍ବ ଲେଖାମୋ କଲେଜ ଜୀବନର |
Article Image
,କବିପ୍ରାଣ ମାନଂକୁ ଆଧାରିତ କରିବା ପାଇଁ ଛୋଟ ଉପସ୍ଥାପନା. ଅଳ୍ପ
Article Image
ପ୍ରୟାସ |~~~~~~~ତିନୋଟି କବିତା ରୁ ପଦେ ପଦେ"ଅନେକ ରୁପସୀ ଦେଖିଛି ଜୀବନେପ୍ରିୟା ଠାରୁ କେହି ରୁପସୀ ନାହିଁଅଧୁରା ସ୍ବପ୍ନର ଆହତ ମନ ମୋନୀରବେ ଆଶାରେ ଯାଇଛି ଶୋଇ |""ସରସିରେ କଇଁ ଯାପାଇଁ ଝୁରଇଅନୁରାଗେ ମିଶା ପରାଣଶିଶିର ପଖଳା ଚାନ୍ଦିନୀ ରଜନୀଝୁରଇ ନୀଳ ଗଗନ |""ଦିବସ ମୋପାଇଁ ଜୀବନ୍ତ ଯନ୍ତ୍ରଣାଅବସାଦ ଭରା ରାତିପିଆସି ମନଟା ଜହ୍ନକୁ ମାଗୁଛିମୁଠାଏ ଚାନ୍ଦିନୀ ରାତି |"ଏବେ ମୂଁ ଲେଖୁଛି~~~~~~~~ଲେଖୁଥିଲି କବିତା ବୃଥା ଗଲା ସମୟଏବେବି ବେଳେ ବେଳେ ଲେଖିବାକୁ ଅଥୟବୟସଟା ଅତିକ୍ରାନ୍ତ ଭାରାକ୍ରାନ୍ତ ମନଅସୁମାରୀ ଆଶା ଆଉ ହଜାରେ ସ୍ବପ୍ନଚାଲିଗଲା ସମୟଟା ଆଉକି ଫେରିବମରମୀ କବିତା କୁ ଆଉ କିଏ ବୁଝିବ |ସାମ୍ବାଦିକ.. ସରୋଜ ନାୟକଶାସନପଡା 9583712914