Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 23/06/2025, ବିକ୍ରମ ଓଡ଼ିଶା ନିୟୁଜ: ପୁଣି ନଜରକୁ ଆସିଲା କୃଷି ଅଧିକାରୀଙ୍କ ଗୃହ ନିର୍ମାଣ କରୁଥିବା ଠିକାଦାର ଙ୍କକେଳେଙ୍କାରୀ
ତିର୍ତୋଲ 23/6 ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ନିମକଣା ସ୍ଥିତ

ପୁରୁଣା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଭାଙ୍ଗି ନୂଆ ବିଲଡିଙ୍ଗ କରିବା ପାଇଁ ୫୬ ଲକ୍ଷ୍ୟ ଟଙ୍କାର ଟେଣ୍ଡର ପାଇ ସମ୍ପୃକ୍ତ ଠିକାଦାର ପୁରୁଣା ଗୃହକୁ ଭାଙ୍ଗି ସେହି ପୁରୁଣା ଡ୍ରେସିଙ୍ଗି ଇଟା ହାରାହାରି ସଂଖ୍ୟା ୭ହଜ଼ାର ଇଟା କୁ ନୂଆ ଗୃହରେ ବେବହାର କରି ସମ୍ବାଦ ପତ୍ରରେ ଚର୍ଚ୍ଚାକୁ ଆସିଥିଲା, ଏହା ଭିତରେନୂଆ ଗୃହଟି ସମ୍ପୂର୍ଣ ହୋଇଛି, ରଙ୍ଗ ବୋଳା ସାରିଲାଣି ଚାଲିଛି ଇଲେକ୍ଟ୍ରିକ ୱାରିଙ୍ଗି ଓ ଜଳ ଯୋଗାଣ ବ୍ୟବସ୍ଥା ଏଥିରେ ବି ସମ୍ପୃକ୍ତ ଠିକାଦାର କରିଥିବା ପୁରୁଣାବୋର ୱେଲ କୁ ନୂଆ କରି ଦେଖା ଇବା ଵେବସ୍ଥା କରିଛନ୍ତି ପୁରୁଣା ଟିୱେଲ ଉପର ଅଂଶ କୁ ଖୋଲି ତା ମଧ୍ୟରେ ପ୍ଲାଷ୍ଟିକି ପାଇପି ପୁରେଇ ମଟର ଲଗାଇ ପାଣି ଉଠେଇବା ଵେବସ୍ଥା କରୁଛନ୍ତି, ସେହି ଭଳି ନୂଆବିଲିଡିଙ୍ଗୀରେ ଘଡ଼ଘଡ଼ି ବିଜୁଳି ରୁ ବିଲିଡିଙ୍ଗିକୁ ରକ୍ଷା କରିବା ଲଗି ଆର୍ଥିଙ୍ଗି ଵେବସ୍ଥା କରି ନାହାନ୍ତି ଓ ଉପରେ ବିଜୁଳି ନିରୋଧକ ଆଣ୍ଟେନାଲଗେଇ ନାହାନ୍ତି, ଫଳରେ ବିଲିଡିଙ୍ଗିସୁରକ୍ଷା ଵେବସ୍ଥା ପ୍ରତି ପ୍ରଶ୍ନ ବାଚୀ ହୋଇଛି, ଏହି ବିଲିଡିଙ୍ଗ ର ଫାଟକକୁ ଠିକାଦାର ତାଲା ପକାଇ ରଖିଛିଯେପରି ଭିତର ଦୃଶ୍ୟ କୁ ଲୁଚାଇନିନ୍ମ ମାନର ବିଜୁଳି ୱାରିଙ୍ଗି ଓ ସାନିଟାରି ଵେବସ୍ଥା କୁ ପୂର୍ଣ୍ଣାଙ୍ଗ କରିକାଂକ୍ରିଟି ତଳେ ଗୋପନ କରାଯାଇ ପାରିବ ପାଖରେ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଥିଲେବି ବଡ଼ ସନ୍ତର୍ପଣ ଚାଲିଛି ନିର୍ମାଣ କାର୍ଯ୍ୟଜିଲ୍ଲା ପ୍ରଶାସନ ଏହିକାର୍ଯ୍ୟ ଉପରେନଜର ରଖିବାକୁ ସାଧରଣରେ ଦାବି ହେଉଛି lଶ୍ରୀବତ୍ସ ପାଢ଼ୀଙ୍କ, ରିପୋଟ,