Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବାବାଜୀ ଅଭାବ ରୁ ଛତା ମଠାରେ ତାଲା, ଅପୂଜା ସମାଧି, ଅପୂଜା ଭାଗବତୀ ଠାକୁରାଣୀ 2

ତିର୍ତୋଲ, 23/06/2025, ବିକ୍ରମ ଓଡ଼ିଶା ନିୟୁଜ: ବାବାଜୀ ଅଭାବ ରୁ ଛତା ମଠାରେ ତାଲା, ଅପୂଜା ସମାଧି, ଅପୂଜା ଭାଗବତୀ ଠାକୁରାଣୀ
Article Image
ତିର୍ତୋଲ 22/6 ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଇବିରୀସିଂପଂଚାୟତ ଠାରେ ଥିବା ବହୁ ପୁରାତନ ଛତା ମଠ ରେ ଉତରାଧିକାରୀ ବାବାଜୀ ନମିଳିବାରୁ ମଠଟି ରେ ଦୀର୍ଘ ଦିନ ହେଲାଣି ତାଲା ଝୁଲୁଛି, ମଠ ଭିତରେ ଥିବା ବହୁ ସାଧୁ ଙ୍କ ସମାଧି ପୀଠ ଓ ମଠର ଆରାଧ୍ୟ୍ୟ ଦେଵୀ ମା
Article Image
ଭଗବତୀ ଙ୍କ ଅପୂଜା ରହୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି lସାଗବରିଆ ଗ୍ରାମ ରେ ଥିବା ଏହି ମଠ ଟିର ବହୁ କିମ୍ବଦନ୍ତି କାହାଣୀ ରହିଛି, ଛତା ମଠର ଶେଷ ବାବାଜି ଭାବେ ଟୁକୁନା ବାବା ଏହାର ଭାରସମ୍ଭଳି ଥିଲେ, ମଠର ମୁଖ୍ୟ ପର୍ବ ଥିଲା ମଧୁ ଅମାବାସ୍ୟା, ଖୁବୁ ଧୂମୁଧାମରେ ଏହି ଉତ୍ସବ ଛତା ମଠରେ ପାଳିତ ହୁଏ ଆଖ ପାଖ ଅଞ୍ଚଳ ରବହୁ ଭକ୍ତ ଙ୍କ ଏଠାରେ ଉକ୍ତ ଦିନ ସମାବେଶ ହୁଏ, ଟୁକୁନା ବାବାଜି ଙ୍କ ପରେ ଉତରା ଧିକାରୀ ନମିଳିବାରୁଏବେ ମଠରେ ଝୁଲୁଛି ତାଲା ଠାକୁରବାବସମାଧି ସବୁ ଅପୂଜା,କେବେ ଆସିବେ ନୂଆ ଉତରା ଧିକାରୀ ବାବା ସ୍ଥାନୀୟ ଲୋକେ ଚାହିଁ ବସିଛନ୍ତି, ସବୁ ଇଶ୍ୱର ଙ୍କ ଲୀଳା ବୋଲି ସ୍ଥାନୀୟ ବାସୀ କହୁଛନ୍ତି lରିପୋଟ :ଶ୍ରୀବତ୍ସ ପାଢ଼ୀ,