Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଜଗତସିଂହପୁର ବିଧାୟକ ଙ୍କ ନଗର କାର୍ଯ୍ୟାଳୟ ଉଦ୍ଘାଟନ 1

ଜଗତସିଂହପୁର , 24/06/2025, ବିକ୍ରମ ଓଡ଼ିଶା ନିୟୁଜ: ଜଗତସିଂହପୁର ବିଧାୟକ ଙ୍କ ନଗର କାର୍ଯ୍ୟାଳୟ ଉଦ୍ଘାଟନଜଗତସିଂହପୁର ସ୍ଥାନୀୟ ସାନବଜାର ସ୍ଥିତ ପୁରୁଣା ପବ୍ଲିକ ସ୍କୁଲ ସମ୍ମୁଖରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଙ୍କ ନୂତନ ନଗର କାର୍ଯ୍ୟାଳୟ ଉଦଘାଟିତ ହୋଇଛି l ଉଦ୍ଘାଟକ ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଉଦ୍ଘାଟନ କରିଛନ୍ତି l ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ରେ ପୂର୍ବତନ ମଣ୍ଡଳ ସଭାପତି ଅକ୍ଷୟ ପାତ୍ର, ଜଗତସିଂହପୁର ବିଧାୟକ ଙ୍କ ନଗର ପ୍ରତିନିଧି ସୁଶାନ୍ତ ସ୍ୱାଇଁ, ବରିଷ୍ଠ ନେତା ଶ୍ରୀକାନ୍ତ ଚୌଧୁରୀ, ପାରିଷଦ ଗୋଲାମ ଅଲ୍ଲୀ ଖାଁ, ପାରିଷଦ ଦେବାଶିଷ ସ୍ୱାଇଁ, ଶିକ୍ଷାବିତ ବିଦୁଭୂଷଣ ତ୍ରିପାଠୀ, ଜିଲ୍ଲା ବିଜେପି ପୂର୍ବତନ ସାଧାରଣ ସମ୍ପାଦକ ଜଗନ୍ନାଥ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସ୍ୱାଇଁ, ଯୁବନେତା ଦେବୀ ପ୍ରସାଦ ସାହାଣୀ, ପୂର୍ବତନ ପାରିଷଦ ରଶ୍ମି ରଞ୍ଜନ ମାଣିଆ, ପୂର୍ବତନ ଜିଲ୍ଲା ଉପସଭାପତି ସୌଭାଗ୍ୟ ମହାନ୍ତି, ପୂର୍ବତନ ପାରିଷଦ ନିରଞ୍ଜନ ସେଠି, ପ୍ରଶାନ୍ତ ମଲ୍ଲିକ ଯୁବନେତା ଡ଼ଃ ସୁବ୍ରତ ଲେଙ୍କା, ସୌମ୍ୟ କାନ୍ତ ଦାସ, କୃଷ୍ଣଚନ୍ଦ୍ର ସେଠି, ସୌମ୍ୟ ରଞ୍ଜନ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ l
Article Image