Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

୧୨ ନଂ ଜି ୧ କେନାଲ ବନ୍ଧ ରାସ୍ତା ପାଲଟିଛି ମରଣ ଯନ୍ତା । 2

ତିର୍ତୋଲ, 25/06/2025, ବିକ୍ରମ ଓଡ଼ିଶା ନିୟୁଜ: ୧୨ ନଂ ଜି ୧ କେନାଲ ବନ୍ଧ ରାସ୍ତା ପାଲଟିଛି ମରଣ ଯନ୍ତା ।ତିର୍ତ୍ତୋଲ-୨୫/୬-(ରିପୋର୍ଟ-ଟୁକନ ସେଠୀ)ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ର ଖଡ଼ଗପୁର ଠାରୁ ଯାଇ ତୁରୁଖା ଓ ଶାରଳା ମନ୍ଦିର କୁ ସଂଯୋଗ କରୁଥବା ୧୨ ନଂ ଜି୧ କେନାଲ ରାସ୍ତା ପାଲଟିଛି ମରଣ ଯନ୍ତା । ସେହି ବାଟଦେଇ ଦୈନିକ ସହ ସହ ଯାନ ବାହାନ ସହିତ ବହୁ ସ୍କୁଲ ପିଲାମାନେ ଯିବା ଆସିବା କରୁଥିବା ବେଳେ ଏହି ରାସ୍ତା ଉପରେ ମହାନଦୀ ସାଉଥ ଡିଭିଜନ ର ନଜର ପଡୁନାହିଁ । ଗତ ୨ବର୍ଷ ତଳେ ଏହି ରାସ୍ତା ପିଚୁ କାମ ହୋଇଥିବା ବେଳେ ଠିକାଦାର ଓ ବିଭାଗ ମଧୁ ଚନ୍ଦ୍ରିକାରେ ଅଣଦେଖା ପାଇଁ ପ୍ରାୟ ରାସ୍ତାରେ ୩ ଫୁଟ ଲେଖା ଖାଲ ହୋଇ ପାଣି ଜମି ରହୁଥିବା ରୁ ବହୁ ଲୋକ ପଡି ଦୃଘଟଣା ର ଶିକାର ହେଉଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ବାଟଦେଇ ମହାନଦୀ ସାଉଥ ଡିଭିଜନର ବହୁ କର୍ମଚାରୀ ଓ ଯନ୍ତ୍ରୀ ଯାଉଥିବା ବେଳେ ସବୁ ଦେଖି ଚୁପ ରହିଛି ଜଳସେଚନ ବିଭାଗ । ଏହି ରାସ୍ତାର ମଧ୍ୟ ଭାଗରେ ପଞ୍ଚ ମୁଖୀ ହନୁମାନ ମନ୍ଦିର ଥିବାରୁ ବହୁ ଶ୍ରଦ୍ଧାଳୁ ଯିବା ଆସିବା କରନ୍ତି । ସେହିପରି ସେହି ରାସ୍ତାର ଏକ ଭାଗରେ ଵିଲ ଭିତରେ ଏକ ପୋଲ ତିଆରି ହେବାରୁ ଜେସିପି ରାସ୍ତା ମଝିରୁ କାଟି ଦେଇଥିବା ଦେଖା ଦେଇଛି । ଯାହା ଫଳରେ ତୁରୁଖା ଓ ଶାରଳା ଙ୍କ ପାଖକୁ ଯିବା ସେହିପଟେ ବନ୍ଦ ହୋଇ ଯାଇଛି । ଏବେ ଦେଖିବାକୁ ବାକି ରହିଲା କେବେ ଏହି ରାସ୍ତା ଉପରେ ବିଭାଗ ର ନଜର ପଡୁ
Article Image