Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କୁଜଙ୍ଗ , 26/06/2025, ବିକ୍ରମ ଓଡ଼ିଶା ନିୟୁଜ: Sript, ହୃଦଘାତରେ ବିଚିତ୍ରା ନନ୍ଦ ବେହେରାଙ୍କ ପରଲୋକ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଂଚାୟତ ଗୋଠଡ଼ିଆ ଗ୍ରାମର ସ୍ବର୍ଗତ ବିଚିତ୍ରା ନନ୍ଦ ବେହେରା, ତାଙ୍କର ଜନ୍ମ ୦୧/0୬/୧୯୫୬ ମସିହାରେ, ଗତ ୧୩/୦୬/୨୦୨୫ ରିଖ ଶୁକ୍ରବାର ରାତି ଘ ୦୯:୩୦ ମି ରେ ହୃଦଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଯାଇଅଛି,ସେ ପୂର୍ବତନ କଂଗ୍ରେସ କମିଟିର ଗୋପିଆକୁଦପଂଚାୟତ ର ସଭାପତି ରହିଥିଲେ, ଘୋଡାମରା ପାଣି ପଂଚାୟତ ର ସଭ୍ୟା ରହି କୃଷି କ୍ଷେତ୍ରରେ ଉର୍ନତି ମୂଳକ କାର୍ଯ୍ୟ କରିଥିଲେ, ସେ ପରୋପକାରୀ ବେକ୍ତି ଥିଲେ, ସ୍ବର୍ଗତ ବେହେରାଙ୍କ ଦେହାନ୍ତ ଖବର ରେ ଗାଁ ଓ ପଂଚାୟତ ରେ ଶୋକର ଛାୟା ଖେଳିଯାଇଛି, ସ୍ବର୍ଗତ ବେହେରାଙ୍କ ଏକାଦଶାହ ରେ ସାହୁବଜ଼ାର ନିକଟରେ ଥିବା ବାସଭନରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା, ଏହି ସଭାରେ ମାନ୍ୟ ମାନ୍ୟ ବେକ୍ତି ଗଣ ହେଲେ ସରପଞ୍ଚ ଶ୍ରୀନିବାସ ସ୍ୱାଇଁ /ପୂର୍ବତନ ଜିଲ୍ଲାପରିଷଦ ସୁଶ୍ରୀ ପ୍ରିୟ ଦର୍ଶିନୀ ପରିଡା /ଆଇନିଜିବି ମଞ୍ଜୁଲତା ରାଉତ /ପୂର୍ବତନ ବ୍ଲକ କଗ୍ରେସ କମିଟି ର ସଭାପତି ଶ୍ରୀଯୁକ୍ତ ନୂତନ ଚନ୍ଦ୍ର ତ୍ରିପାଠୀ /ଗୋଠଡ଼ିଆ ଗ୍ରାମର ମୁରବି ଶ୍ରୀଯୁକ୍ତ ବବି ରାଉତ ଓ ରାମଚନ୍ଦ୍ର ଦଳାଇ /ପଂଚାୟତ ର ବରିଷ୍ଟ ବିଜେଡି କର୍ମୀ ଶ୍ରୀଯୁକ୍ତ /ଦୀପ୍ତି ଭାନୁ ପାଣି /ସମାଜସେବୀ ତରଣୀ ରାଉତ / ନାରାୟଣ ମହାନ୍ତି/ସାମ୍ବାଦିକ ସହିତ ଭାଇ ବନ୍ଧୁ କୁଟୁମ୍ବ ପ୍ରମୁଖ ଶୋକ ସଭାରେ ସାମିଲ ହୋଇ ସ୍ବର୍ଗତ ବେହେରାଙ୍କ ଆମର ଆତ୍ମାର ଶାନ୍ତି ପାଇଁ ଜଗନ୍ନାଥ ନିକଟରେ ପ୍ରାଥନା କରିଥିଲେ,ସ୍ବର୍ଗତ ବିଚିତ୍ରା ନନ୍ଦ ବେହେରାଙ୍କ ଦୁଇ ଝିଅ ଓ ଗୋଟେ ପୁଅ, ଏକାଦଶାହରେ ବ୍ରାହ୍ମଣ ଭୋଜନ ସହିତ ଆତ୍ମୀୟ ପରିଜନ ପାଇଁ ଖାଦ୍ୟ ଓ ପାଣି ର ସୁ ଵେବସ୍ତା ହୋଇଥିଲା, ଆତ୍ମୀୟ ଓ ପରିଜନ ଗଣ ହେଲେ ସ୍ତ୍ରୀ -ଭାରତୀ ବେହେରା, ପୁଅ -ଚିତ୍ତରଞ୍ଜନ ବେହେରା, ବୋହୁ -ସୋନିତା ମାଝୀ, ଦୁଇ ଝିଅ-ଶକୁନ୍ତଳା ସାହୁ /ପୁର୍ଣିମା ବେହେରା, ଦୁଇ ଜ୍ୱାଇଁ -ପ୍ରସନ କୁମାର ସାହୁ, ସାରଦା ପ୍ରସାଦ ଦଳାଇ, ନାତି -ସୁବମ ସାମନ୍ତରାୟ/ସୌମ୍ୟଜିତ ସାହୁ /ତୁଷାର ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ବିଚିତ୍ରା ବେହେରାଙ୍କ ଏକାଦଶହ କାର୍ଯ୍ୟ ସମ୍ପୂର୍ଣ କରାଯାଇଥିଲା,

