Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଭିଜିଲାନ୍ସ ଜାଲ ରେ ଆକାଉଣ୍ଟଟାଣ୍ଟ 5000ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ ସୁଯ୍ୟ କାନ୍ତ ସ୍ୱାଇଁ 1

କୁଜଙ୍ଗ , 26/06/2025, ବିକ୍ରମ ଓଡ଼ିଶା ନିୟୁଜ: ଭିଜିଲାନ୍ସ ଜାଲ ରେ ଆକାଉଣ୍ଟଟାଣ୍ଟ 5000ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ ସୁଯ୍ୟ କାନ୍ତ ସ୍ୱାଇଁ -ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ଶିକ୍ଷା ଅଧିକାରୀଙ୍କ କାଯ୍ୟ ଳୟ ର ଆକାଉଣ୍ଟ ଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ ଆକାଉଣ୍ଟ ସୁଯ୍ୟ କାନ୍ତ ସ୍ୱାଇଁ ଙ୍କୁ ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ ସେ ଜଣେ ଶିକ୍ଷୟକ ଙ୍କ ଠାରୁ 5000ଟଙ୍କା ଲାଞ୍ଚ ନେଉଥିଲେ, ସୁଯ୍ୟ କାନ୍ତ ସ୍ୱାଇଁ ଜଣେ ଶିକ୍ଷକ ଠାରୁ ଘର ନିର୍ମାଣ ଅଗ୍ରିମ ବିଲ କରିବା ପାଇଁ 5000ଟଙ୍କା ଲାଞ୍ଚ ମାଗିଥିଲେ, କୁଜଙ୍ଗ ର ବି ଇ ଓ କାଯ୍ୟଳୟ ର ଆକାଉଣ୍ଟ ଟାଣ୍ଟ ସୁଯ୍ୟ କାନ୍ତ ସ୍ୱାଇଁ କୌଣସି କାରଣ ବିନା ବିଲ ପ୍ରସ୍ତୁତ କରିବାରେ ବିଳମ୍ବ କରୁଥିଲେ, ବିଲ ର ପ୍ରକିୟା କରଣ ଏବଂ ରିଲିଜ ପାଇଁ 5000ଟଙ୍କା ଲାଞ୍ଚ ମାଗୁଥିଲେ ତେଣୁ ଅନ୍ୟ କୌଣସି ଉପାୟ ନ ପାଇ ଭିଜିଲାନ୍ସ କର୍ତ୍ତୃପକ୍ଷ ଙ୍କ ସମ୍ମୁଖ୍ୟା ରେ ଅଭିଯୋଗ କରିଥିଲେ ଉକ୍ତ ଅଭିଯୋଗ ଆଧାର ରେ ଗୁରୁବାର ଆକାଉଣ୍ଟ ସୁଯ୍ୟ କାନ୍ତ ସ୍ୱାଇଁ ଙ୍କୁ 5000ଟଙ୍କା ଲାଞ୍ଚ ନେଉଥିବା ସମୟ ରେ ଧରିଲା ଭିଜିଲାନ୍ସ ଟିମ ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ, କୁଜଙ୍ଗ ରୁ ପ୍ରମୋଦ ଦାସ ଙ୍କ ରିପୋର୍ଟ
Article Image
Article Image