Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଳେଶ୍ୱର, 27/06/2025, ବିକ୍ରମ ଓଡ଼ିଶା ନିୟୁଜ: ଜରୁରୀକାଳୀନ ପରିସ୍ଥିତି ଠାରୁ ଆଜିର ଦ୍ଭାରତତର ପରିସ୍ଥିତି କୌଣସି ଗୁଣରେ କମ୍ ନୁହେଁ- ସି.ପି.ଆଇ.(ଏମ)

ଜଳେଶ୍ୱର, ଜଳେଶ୍ଵର ପକ୍ଷରୁମାର୍କସ୍ ବାଦୀ କମ୍ୟୁନିଷ୍ଟ ପାଟି ରଆହ୍ୱାନକ୍ରମେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଜଳେଶ୍ୱରଷ୍ଟେସନ ଛକ ଠାରେଏକ ପଥପ୍ରାନ୍ତ ସଭା ପାଟି ଆଞ୍ଚଳିକ କମିଟୀର ସଂପାଦକ ଅକ୍ଷୟ କୁମାର ମିଶ୍ରଙ୍କସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି।ଆଜକୁ ୫୦ ବର୍ଷ ତଳେ ୧୯୭୫ ମସିହା ଜୁନ୍ ୨୬ତାରିଖ ଥିଲା ଭାରତବର୍ଷ ପାଇଁ ଏକ କଳଙ୍କିତ ଦିବସ। ଏହିଦିନ ଦ୍ଭାରତବର୍ଷରେ ପ୍ରଚ଼ଳିତଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ବେଖାତିର କରିଲାଗୁ ହୋଇଥିଲାଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପାଟିର ଜିଲ୍ଲା କମିଟୀର ସଦସ୍ୟଦିଲ୍ଲିପ କୁମାର ଗିରିତାଙ୍କ ବକ୍ତବ୍ୟରେ କହିଥିଲେ। ଆଜି ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଦେଶବାସୀ ଉପରେ ନଦି ଦେବାକୁ ପ୍ରାୟାସଚାଲିଛି।ଯେଉଁ ଗଣ ମାଧ୍ୟମସରକାର ବିରୋଧାଚ଼ରଣ କରୁଛି ତା' ଉପରେ ଆକ୍ରମଣହେଉଛି। ବାଛି ବାଛି ଭିନ୍ନଭିନ୍ନ ମତାମ୍ବଲମ୍ୱିଷଲୋକମାନଙ୍କୁ ଗୁଳିକରି ହତ୍ୟା କରା ଯାଉଛି।ବହୁ ବୁଦ୍ଧିଜିବୀ ଆଜି ଜେଲ ଭିତରେ ପାଟିର ଜିଲ୍ଳା ସଂପାଦକ ମଣ୍ଡଳୀ ସଭ୍ୟ ଦିପ୍ତିମାନ ଆଚାର୍ଯ୍ୟ କହିଥିଲେ। ଦ।ଳିତମାନେ ଆଜି ସୁରକ୍ଷିତ ନୁହଁନ୍ତି। ଗଞ୍ଜାମ ଜିଲ୍ଲାରୁ ଗୋଚାଲାଣରେ ଅଭି ଯୋଗ କରି ଯେମିତି ତଥାକଥିତ ଗୋରକ୍ଷକ ମାନେ ଦଳିତମାନ ଙ୍କ ଉପରେ ଅମାନବୀୟଆକ୍ରମଣ କଲେ ତାହାଜରୁରୀକାଳୀନ ପରିସ୍ଥିତିଠାରୁ କୌଣସି ଗୁଣରେ କମ୍ ନୁହେଁ।ଏହିସଦ୍ଭାରେ ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲିପ ପରିଡ଼ା,ଲକ୍ଷ୍ମୀଧରପୋଲାଇ,ସବିତାଭୂୟାଁ,ଆରତୀ ପୋଲାଇ, ପ୍ରକାଶ ଦେ,ସୁବ୍ରତ ବିଶ୍ୱାଳ,ଗଶେଶପାତ୍ର, ସୁଶାନ୍ତ ରାଉତବକ୍ତବ୍ୟ ରଖି ସଦ୍ଭାବନା ବଞ୍ଚାଇ ରଖିବା ସହିତ ଭିନ୍ନମତା ମ୍ୱଲମ୍ବି ଲୋକମାନଙ୍କଉପରେ ଆକ୍ରମଣ ବନ୍ଦନ କଲେ ଭବିଷ୍ୟତରେଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରି ଜରୁରୀକାଳୀନ ସରକାର ଯେମିତି ଲୋକ କଂର ରୋଷର ଶିକାର ହୋଇଥିଲେସେମିତି ବର୍ତ୍ତମାନରସରକାର ସମଦଶାଭୋଗିବେ ବୋଲିଚେତାବନୀ ଦେଇଥିଲେ।