Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ପବିତ୍ର ରଥଯାତ୍ରା ରେ ଶୋଷିଲା ପଥିକ ମାନଙ୍କୁ ଦହି ପ୍ରାଣୀ ଦେଇ ଶୋଷ ମେଣ୍ଟାଇଲେ ଜୁବ ବିଜେପି ଅମରେନ୍ଦ୍ର ଛାତ୍ର ସେନା 1

ଜଗତସିଂହପୁର , 28/06/2025, ବିକ୍ରମ ଓଡ଼ିଶା ନିୟୁଜ: ପବିତ୍ର ରଥଯାତ୍ରା ରେ ଶୋଷିଲା ପଥିକ ମାନଙ୍କୁ ଦହି ପ୍ରାଣୀ ଦେଇ ଶୋଷ ମେଣ୍ଟାଇଲେ ଜୁବ ବିଜେପି ଅମରେନ୍ଦ୍ର ଛାତ୍ର ସେନା
Article Image
ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଗାରୋଇ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ପ୍ରତି ବର୍ଷ ଭଳି ମଧ୍ୟ ବଡ଼ ଧୁମଧାମରେ ପ୍ରବିତ୍ର ରଥଜାତ୍ରା ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ବିଭିନ୍ନ ଅଞ୍ଚଳ ରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ନାଉଗାଁ ବ୍ଲକ୍ ସଦର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଜୁବବିଜେପି ଅମରେନ୍ଦ୍ର ଛାତ୍ର ସେନା ଆଲୋକ ପାଲ (ପପୁ ଭାଇ) ନେତୃତ୍ବରେ ବିକାଶ ସ୍ବାଇଁ ସନ୍ତୋଷ ଦାସ ମାନସ ବାରିକ୍ ଲିଙ୍କନ ସାହୁ ସନ୍ତୋଷ ସାହୁ ଶାହିଲ କୁମାର ନାଏକ କୃଷ୍ଣଚନ୍ଦ୍ର ସ୍ବାଇଁ ସୌମ୍ୟଜିତ ନାୟକ କ ଙ୍କ ପଖ୍ୟରୁ ଗାରୋଇ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ରଥଯାତ୍ରା ଦେଖିବାକୁ ଆସିଥିବା ଦୁର ଦୁରାନ୍ତ ରୁ ଭକ୍ତ ମାନଙ୍କ ତୃଷ୍ନା ମେଣ୍ଟାଇବା ପାଇଁ ଦହିପାଣୀ ର ବ୍ୟବସ୍ଥା କରି ଭକ୍ତ ମାନଙ୍କ ତୃଷ୍ନା ମେଣ୍ଟାଇବା ସହିତ ଭକ୍ତ ମାନଙ୍କ ଠାରୁ ଆଶ୍ରିବାଦ ସାଉଣ୍ଟିଛନ୍ତି। ଜୁବ ବିଜେପି ଅମରେନ୍ଦ୍ର ଛାତ୍ର ସେନା ବାହିନୀ ର ଏଭଳି ପ୍ରୟାସକୁ କୁ ନେଇ ସାଧାରଣରେ ଧନ୍ୟବାଦ୍ ର ସୁଅ ଛୁଟିବାରେ ଲାଗିଛିଜଗତସିଂହପୁର ଜିଲ୍ଲା ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକଙ୍କ ରିପୋର୍ଟ