Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବାପା ମା ଜୀବନ୍ତ ଦେବତା ଦେବୀ 1

ତିର୍ତୋଲ, 28/06/2025, ବିକ୍ରମ ଓଡ଼ିଶା ନିୟୁଜ: ବାପା ମା ଜୀବନ୍ତ ଦେବତା ଦେବୀ
Article Image
ତିର୍ତ୍ତୋଲ-୨୭/୬-(ରିପୋର୍ଟ-ଟୁକନ ସେଠୀ)-ପବିତ୍ର ଘୋଷ ଯାତ୍ରା ଅବସରରେ ଝଙ୍କଡ଼ ସତସଙ୍ଗ ଠାରେ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ର ଅଫିସରବାବାଜୀ ଚରଣ ବିଶ୍ୱାଳ(ସତସଙ୍ଗ ର ଯାଜକ କର୍ମୀ) ଙ୍କ ପିତା ବାଉରିବନ୍ଧୁ ବିଶ୍ୱାଳ ଙ୍କ ଜନ୍ମ ଦିନ ଅବସରରେ ଏକ ସତସଙ୍ଗ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ସ. ପ୍ର.ୠ.ସତ୍ୟବାନ ତ୍ରିପାଠୀ ପରିଚାଳନା କରିଥିଲେ।ପ୍ରାରମ୍ଭିକ ସୂଚନା ବିଷ୍ଣୁ ଚରଣ ସାହୁ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ କର୍ମୀ ହେମନ୍ତ ବର୍ଦ୍ଧନ, କୁଜଙ୍ଗ ଅଗ୍ନିଶମ ବିଭାଗର କାର୍ତ୍ତିକ ଚନ୍ଦ୍ର ସାହୁ, ଉତ୍ତମ ରାଉତ, ରବୀନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଜୀବନ ଦେବତା ପିତା ମାତା ବୋଲି ଶ୍ରୀଶ୍ରୀଠାକୁର ଙ୍କ ଭାବଦର୍ଶ ସଂପର୍କ ଆଲୋଚନା କରିଥିଲେ।
Article Image