Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କୁଜଙ୍ଗ , 28/06/2025, ବିକ୍ରମ ଓଡ଼ିଶା ନିୟୁଜ: ବି ଇ ଓ ଅଫିସ କୁ କୁଜଙ୍ଗ ସ୍ଥାନାନ୍ତରିତ କରିବାକୁ ଦାବି -ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ର ବି ଇ ଓ ଅଫିସ ପଙ୍କପାଳ ରୁ କୁଜଙ୍ଗ କୁ ସ୍ଥାନାନ୍ତରିତ କରିବାକୁ ଦାବି କରାଯାଉଛି, ଏ ନେଇ କୁଜଙ୍ଗ ଓକିଲ ସଂଘ ସଭାପତି ଏ ନି ଡି ଯାଦବ ଙ୍କ ସହ କୁଜଙ୍ଗ ର ବୁଦ୍ଧିଜୀବୀ ଙ୍କ ଦାବି କରାଯାଉଛି, ବିଭିନ୍ନ ବିକାଶ ମୂଳକ କାଯ୍ୟ କୁ ତୋରାନ୍ୱିତ କରାଯିବା ସହିତ କୁଜଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାଯ୍ୟଳୟ କିପରି କୁଜଙ୍ଗ ସ୍ଥାନାନ୍ତରିତକରାଯିବ ସେ ନେଇ ମୁଖ୍ୟ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଅଭିଯୋଗ କରାଯିବ ବୋଲି ବିଚାର କରାଯାଉଛି, କୁଜଙ୍ଗ ର ବିଭିନ୍ୟ ଗଣ ଅନୁଷ୍ଠାନ ସହଯୋଗ କରିବାକୁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି, ପୂର୍ବ ରୁ ଶିକ୍ଷା ବିଭାଗ କୁଜଙ୍ଗ ରେ କାଯ୍ୟ କରିଆସୁଥିଲା ମାତ୍ର ପରେ ଏହି କାଯ୍ୟଳୟ କୁ ପଙ୍କପାଳ ଠାରେ ସ୍ଥାନାନ୍ତରିତକରାଯାଇଥିଲା, କୁଜଙ୍ଗ ଠାରୁ ପ୍ରାୟ 10କିଲୋ ମିଟର ଅଟେ, ଶିକ୍ଷକ ମାନେ କୁଜଙ୍ଗ ରୁ ପଙ୍କପାଳ 10କିଲୋମିଟର ଯିବା ପାଇଁ ନାନା ଅସୁବିଧା ର ସମ୍ମୁଖୀନ ହୁଅନ୍ତୀ ଏବେ କୁଜଙ୍ଗ ରେ ବହୁ ସରକାରୀ ଜାଗା ଖାଲି ପଡିଛି ଯାହାଫଳରେ ସରକାର ଚାହିଁଲେ ପୁନଃ କୁଜଙ୍ଗ ରେ ବି ଇ ଓ ଅଫିସ ଚାଲିପାରିବକୁଜଙ୍ଗ ରୁ ପ୍ରମୋଦ ଦାସ ଙ୍କ ରିପୋର୍ଟ