Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ନିଆରା ଢଙ୍ଗ ରେ ପାଳିଲେ ବିବାହ ବାର୍ଷିକ ଉତ୍ସବ ପାରାଦୀପ ର ଯୁବ ସମାଜ ସେବୀ କୁମର ରାଉତ 6

ପାରାଦ୍ୱୀପ , 29/06/2025, ବିକ୍ରମ ଓଡ଼ିଶା ନିୟୁଜ: ନିଆରା ଢଙ୍ଗ ରେ ପାଳିଲେ ବିବାହ ବାର୍ଷିକ ଉତ୍ସବ ପାରାଦୀପ ର ଯୁବ ସମାଜ ସେବୀ କୁମର ରାଉତ
Article Image
ଆଜି କାଲି ସମାଜ ରେ ନିଜ ନିଜ ଜନ୍ମ ଦିନ ଓ ବିଭିନ୍ନ ଅବିସ୍ମରଣୀୟ ଦିନ କୁ ପାଳନ କରିବା ଏକ ପ୍ରଥା ହୋଇଥିବା ବେଳେ କିନ୍ତୁ ପାରାଦୀପ ର ଯୁବ ସମାଜ ସେବୀ କୁମର ରାଉତ କିଛି ଭିନ୍ନ ପ୍ରୟାସ କରିଛନ୍ତି ଆଜି ତାଙ୍କର 15ତମ ବିବାହ ବାର୍ଷିକ ଉତ୍ସବ କୁ କୌଣସି ବଡ ହୋଟେଲ ବା ବିରାଟ ଭୋଜି ନ କରି ପାରାଦୀପ ରେ ଥିବା ସାଇ ସେବା ଜରାଶ୍ରମ୍ ରେ ଥିବା ବୃଦ୍ଧ ବୃଦ୍ଧା ଙ୍କ ଗ୍ରହଣ ରେ ନିଜ ବିବାହ ବାର୍ଷିକ ଉତ୍ସବ କୁ ପାଳନ କରିବା ସହ ବୃଦ୍ଧ ବୃଦ୍ଧା ଙ୍କୁ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରି ଆତ୍ମ ସନ୍ତୋଷ ଲାଭ କରିଛନ୍ତି ବୋଲି ପ୍ରକାଶ କରିବା ସହ ନର ସେବା ହିଁ ନାରାୟଣ ସେବା ବୋଲି ପ୍ରକାଶ କରିଥିଲେ ଏଥିରେ ଆଶ୍ରମ ର ଅନ୍ତେ ବାସୀ ବହୁତ୍ ଖୁସୀ ହେବା ସହ ଜନସାଧାରଣ ଙ୍କ ର ଏହି ଭଳି ଛୋଟ ଛୋଟ ପ୍ରୟାସ ସେମାନଙ୍କୁ ବଞ୍ଚିବାର ରାହା ଦେଖାଉଛି ବୋଲି ପ୍ରକାଶ କରିଥିଲେ ଓ ଯଦି ଏସମାଜ୍ ରେ ଏହି ଭଳି ସମସ୍ତ ପୁଅ ମାନେ ନିଜ ନିଜ ବାପ ମା ଙ୍କ ସେବା ନିଜ ପିଲା ଭଳି କରନ୍ତେ ତେବେ ଏ ସଂସାର ରୁ ଜରାଶ୍ରମ ଓ ବୃଦ୍ଧାଶ୍ରମ ଆଉ ବୃଦ୍ଧି ପାଇବ ନାହିଁ