Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ପୋଖରୀରେ ପଡି ଦିବ୍ୟାଙ୍ଗ ମୃତ୍ୟୁ. 1

ସିମୁଳିଆ, 30/06/2025, ବିକ୍ରମ ଓଡ଼ିଶା ନିୟୁଜ: ପୋଖରୀରେ ପଡି ଦିବ୍ୟାଙ୍ଗ ମୃତ୍ୟୁ................................................ ସିମୁଳିଆ 30/6 ମଇତାପୁର ପଞ୍ଚାୟତ ହାଟ ମଇତାପୁର ଗୋଛାୟତ ସାଇର ଗଜେନ୍ଦ୍ର ପ୍ରସାଦ ଗୋଛାୟତଙ୍କ ପୁତ୍ର କମଳାକାନ୍ତ ଗୋଛାୟତ ସେଜଣେ ବିବ୍ୟାଙ୍ଗ ପାରଲିସିସ ପେସଣ୍ଟ ସରକାରରୁ ଭତା ପାଉଥିଲେ.କାଲି ଦୀନରେ ନିଜ ପାଖରେ ଥିବା ବଜାରକୁ ଆସିଥିଲେ. ସେଠାରୁ ଘରକୁ ଆସିଥିଲେ. ଘରକୁ ଜିବା ବାଟରେ ଏକ ପୋଖରୀ ଦେଇ ଘରକୁ ଯାଉଥିବା ବେଳେ କୌଣସି ପ୍ରକାର ଗୋଡ଼ ଖସିଜାଇ ଥିବାରୁ ପୋଖରୀରେ ପଡିଯାଇଥିଲା. ଘରକୁ ପୁଅ ନଫେରିବାରୁ ବାପ. ମା ଖୁଜା ଖୁଜି କରିଥିଲେ. କୌଣସି ସଫଳ ହାଇନଥିଲେ. ପର ଦୀନ ନିଜ ଗଡିଆରେ ଭାସୁଥିବାର ଦେଖିବାକୁ ପାଇଥିଲେ.ପାଟି କରି ଡାକ ପକାଇଥିଲେ. ସଙ୍ଗେ ସଙ୍ଗେ ଗ୍ରାମବାସୀ ସେଠାରେ ପହଁଚି ଥିଲେ. ଭସୁଥିବା କମଳାକାନ୍ତକୁ ପୋଖରୀରୁ ଉଦ୍ଧାର କରି ସିମୁଳିଆ ପୋଲିସ କୁ ଖବର ଦେଇଥିଲେ. ପୋଲିସ କମଳାକାନ୍ତକୁ ସେଠାରୁ ଉଦ୍ଧାର କରି ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଡାକ୍ତର ପରାମର୍ଶ କରିଥିଲା ବେଳେ କାର୍ଯ୍ୟରତ ଡାକ୍ତର ପୋଷ୍ଟମେଟମ କରିବା ପାଇଁ ପଠାଇ ଥିଲେ. ପୋଷ୍ଟମେଟମ ରିପର୍ଟ ଆସିଲେ କମଳାକାନ୍ତ ର ମୃତ୍ୟୁ ର କାରଣ ଜଣାପଡିବ.
Article Image