Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

94 ବର୍ଷ ହୋଇଛି, ମିଳୁନି ବର୍ଦ୍ଧିତ ଭତା,, 1

ଔପଦା, 30/06/2025, ବିକ୍ରମ ଓଡ଼ିଶା ନିୟୁଜ: 94 ବର୍ଷ ହୋଇଛି, ମିଳୁନି ବର୍ଦ୍ଧିତ ଭତା,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,
Article Image
ବାଲେଶ୍ୱର ଜିଲ୍ଲା ନୀଳଗିରି ଔପଦା ବ୍ଲକ ଶ୍ୟାମସୁନ୍ଦର ପୁର ପଂଚାୟତ ଅଧୀନରେ ଥିବା ଜୁରିଆ ପାଟଣା ଗ୍ରାମ ବୃଦ୍ଧ ନାରାୟଣ ମଲିକ ବୟସ 94 ବର୍ଷ ହୋଇଥିଲେ ଵି ରାଜ୍ୟ ସରକାର ଙ୍କର ବର୍ଦ୍ଧିତ ଭତା ଛଅ ମାସ ହେଲା ଦିଆ ଗଲାଣି କିନ୍ତୁ ଦୀର୍ଘ ଛଅ ମାସ ଧରି ପଂଚାୟତ କାର୍ଯ୍ୟାଳୟ ରେ ତିନି ତିନି ଥର ଆବଶ୍ୟକ ଡକୁମେଣ୍ଟ ଦେଇଥିଲେ ମଧ୍ୟ ଏ ପ୍ରଯ୍ୟନ୍ତ ମିଳି ପାରୁନି ବର୍ଦ୍ଧିତ ଭତା ତେଣୁ ସେ (X )ଜୋରିଆ ରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଚିଫି ସେକ୍ରେଟାରୀ, ରାଜ୍ୟପାଳ, ବାଲେଶ୍ୱର ଜିଲ୍ଲାପାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଔପଦା ବ୍ଲକ ଉନ୍ନୟନ ଅଧିକାରୀ, ଓ ବ୍ଲକ ସୋସିଆଲ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଗୁହାରି ଜଣାଇ ତୁରନ୍ତ ତାଙ୍କର ପାଇବା ର ଯୋଗ୍ୟ ତଥା ବର୍ଦ୍ଧିତ ଭତା ଟଙ୍କା ପ୍ରଦାନ କରିବାକୁ ନିବେଦନ କରିଛନ୍ତି,,