Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଜଳବନ୍ଦୀ ରେ ୨୦ପରିବାର ହଠାତ୍ ପହଞ୍ଚିଲେ ବିଧାୟକ ନେଲେ ପଦକ୍ଷେପ ଜଳବନ୍ଦୀ ରୁ ମୁକ୍ତ ହେଲେ ୨୦ ପରିବାର 1

ଜଗତସିଂହପୁର , 01/07/2025, ବିକ୍ରମ ଓଡ଼ିଶା ନିୟୁଜ: ଜଳବନ୍ଦୀ ରେ ୨୦ପରିବାର ହଠାତ୍ ପହଞ୍ଚିଲେ ବିଧାୟକ ନେଲେ ପଦକ୍ଷେପ ଜଳବନ୍ଦୀ ରୁ ମୁକ୍ତ ହେଲେ ୨୦ ପରିବାର
Article Image
ଜଗତସିଂହପୁର ପୌରପରିଷଦ ସଦରମହକୁମା ସ୍ଥିତ ୫ନମ୍ବର ଔଡ ଶନ୍ତୋଷି କଲୋନୀ ବାସୀଦିର୍ଘ ତିନିଦିନ ଧରି ଏକ ପ୍ରକାର ଜଳବନ୍ଦୀ ରେ ଥିବା ଉକ୍ତ କଲୋନୀ ବାସି ଘରୁବାହାରି ପାରିବା ତ ଦୁରର କଥା ପିଲାମାନଙ୍କ ପାଠପଢା ଠପ୍ ହେବା ସହିତ ବଜାରଘାଟ ବନ୍ଦ୍ ଥିଲା।ଘରେ ପରେ ପାଣିପସି ବିଭିନ୍ନ ବିଷାକ୍ତ ସାପ ଙ୍କ ଆତଙ୍କ ରେ ଗ୍ରାମବାସୀ ଭୟବିତ ରେ ଥିବା ବେଳେ ମୁନଷି ପାଲଟି କୁ ବାରମ୍ବାର ଅଭିଯୋଗ ପରେ କୁମ୍ଭକର୍ଣ୍ଣ ନିଦ୍ରା ରେ ମୁନଷିପାଲଟି ସୋଇଥିବା ବେଳେ ଅନ୍ୟପଟେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ବିଶେଷ ସୁତ୍ରରୁ ଖବର ପାଇଁ ହଠାତ୍ ଘଟଣାସ୍ଥଳରେ ପହଞ୍ଚି କଲୋନୀ ବାସୀ କିଭଳି ଜଳବନ୍ଦୀ ରେ ଥିବା ଦେଖି ତୁରନ୍ତ ବିଧାୟକ ଅଗ୍ନିଶମ ବିଭାଗ କୁ ଫୋନ କରି ଅଗ୍ନିଶମ ଗାଡ଼ି ଡକାଇବା ସହିତ ଘଟଣାସ୍ତଳରେ ନିଜେ ରହି ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ଜଳନିଷ୍କାସନ କରାଇ ୨୦ ପରିବାର କୁ ଦିର୍ଘ ୩ ଧରି ଜଳବନ୍ଦୀ ରୁ ଉଧାର କରାଇଥିଲେ ଅନ୍ୟପଟେ ଘଟଣାସ୍ତଳରେ ମୁନଷି ପାଲଟି ଅଧିକାରୀ ପହଞ୍ଚିଥିବା ବେଳେ ଅଗଷ୍ଟ ମାସ ପର୍ଯ୍ୟନ୍ତ ବର୍ଷା ସେଷ ପର୍ଯ୍ୟନ୍ତ ଏକ ପାଣୀ ସମସ୍ୟା ପାଇଁ ପାଣୀମଟର ରଖିବା ପାଇଁ ନିର୍ଦେଶ ଦେଇଥିଲେ। ପରେ କଲୋନୀ ବାସୀଙ୍କ ଏପରି ଜଳବନ୍ଦୀ ରେ ଥିବା ଓ ବାରମ୍ବାର ଅଭିଯୋଗ ଦେବା ସହିତ ଅନୁରୋଧ କୁ କାହିଁକି ସମାଧାନ କରା ନଗଲା ସେଥିପାଇଁ ତାଗିଦ୍ କରିଥିଲେ। ଅନ୍ୟପଟେ ଦିର୍ଘ ୩ ଦିନ ଧରି ଏଭଳି ଜଳବନ୍ଦୀ ରେ ଥିବା ନେଇ ଦୁଃଖି ପ୍ରକାଶ କରିଥିଲେଆଗକୁ ଜଳନିଷ୍କାସନ ପାଇଁ ବର୍ଷାଦିନ ପରେ ଏହାର ପରମାନେଟ ସୁବିଧା କରାଯିବା ନେଇ ପ୍ରତିଶୃତି ଦେଇଥିଲେ। ବିଧାୟକ ଙ୍କ ଏଭଳି କାର୍ଯ୍ୟ କୁ ନେଇ ସନ୍ତୋଷି କଲୋନୀ ବାସି ବିଧାୟକ ଅମରେନ୍ଦ୍ର ଦାସ ଙ୍କୁ ପ୍ରସନ୍ସା କରିବା ସହିତ ଧନ୍ୟବାଦ ଦେଇଥିଲେ। ବିଧାୟକ ଅମରେନ୍ଦ୍ର ଦାସ ଙ୍କ ଏଭଳି କାର୍ଯ୍ୟ କୁ ନେଇ ସାଧାରଣରେ ଧନ୍ୟବାଦ୍ ର ସୁଅ ଛୁଟିବାରେ ଲାଗିଛି
Article Image
ଜଗତସିଂହପୁର ଜିଲ୍ଲା ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକଙ୍କ ରିପୋର୍ଟ