Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଭୁତୁମୁଣ୍ଡାଇ ଠାରେ ଗ୍ୟାସ ଟାଙ୍କି ଗାଡି ସହ କାର ର ଦୁଘଟଣା ରେ କାର ଡ୍ରାଇଭର ର ମୃତ 1

କୁଜଙ୍ଗ , 01/07/2025, ବିକ୍ରମ ଓଡ଼ିଶା ନିୟୁଜ: ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ଭୁତୁମୁଣ୍ଡାଇ ଠାରେ ଗ୍ୟାସ ଟାଙ୍କି ଗାଡି ସହ କାର ର ଦୁଘଟଣା ରେ କାର ଡ୍ରାଇଭର ର ମୃତ[: ଗ୍ୟାସ ଟାଙ୍କି ଗାଡି କଟକ ରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ସମୟ ରେ ଭୁତୁମୁଣ୍ଡାଇ ଠାରେ କାର ଆସୁଥିବା ସମୟ ରେ ଗ୍ୟାସ ଗାଡି ବାଡେଇ ଦେଲା କାର କୁ କାର ରେ ଥିବା ଡ୍ରାଇଭର ପ୍ରଜ୍ଞା ପ୍ରକାଶ ପତି ବୟସ 24ବର୍ଷ ଘଟଣା ସ୍ଥଳେ ମୁର୍ତ ସବୁ ବେଳେ ଭୁତୁମୁଡାଇ 15ନମ୍ବର ଠାରେ ପ୍ରାୟ ଦୁର୍ଘଟଣା ହେଇଚାଲିଛି ପ୍ରଶାସନ ଏଥି ପତି ଦୁରଷ୍ଟି ରଖିଲେ ଭଲ ହବ
Article Image
Article Image