Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

କୁଜଙ୍ଗ ଏଥେଲେଟିକ କ୍ଲବ ରେ ପ୍ରଭୁ ଜଗନ୍ନାଥ ଙ୍କ ବାହୁଡା଼ ରେ ବୃକ୍ଷ ରୋପଣ 1

କୁଜଙ୍ଗ , 05/07/2025, ବିକ୍ରମ ଓଡ଼ିଶା ନିୟୁଜ: କୁଜଙ୍ଗ ଏଥେଲେଟିକ କ୍ଲବ ରେ ପ୍ରଭୁ ଜଗନ୍ନାଥ ଙ୍କ ବାହୁଡା଼ ରେ ବୃକ୍ଷ ରୋପଣ -ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ର କୁଜଙ୍ଗ ଏଥେଲେଟିକ କ୍ଲବ ରେ ପ୍ରଭୁ ଜଗନ୍ନାଥ ଙ୍କ ବାହୁଡା଼ ଯାତ୍ରା ରେ ବୃକ୍ଷ ରୋପଣ କରି ଆଜି କାଲି ଦୁନିଆ ରେ ଗଛ ର ମହତ କେହି ବୁଝିପାରୁନଥିବା ସମୟ ରେ କୁଜଙ୍ଗ ଏଥେଲେଟିକ କ୍ଲବ ଏକ ନିଆରା କାମ କରି ଆଜିକା ଦିନରେ ଏକ ଭାବ ପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି, ପାରାଦ୍ୱୀପ ଏକ ଓଡିଶା ର ବଡ ବନ୍ଦର ନାମ ରେ ପରିଚିତ, ପାରାଦ୍ୱୀପ ରେ ବହୁତ କମ୍ପାନୀ ମାନ ଗାଡିଉଠିଛି ଯେତେବେଳେ ନୂଆ କମ୍ପାନୀ ଆସୁଛି ପ୍ରଥମେ ସେ ବୃକ୍ଷ କୁ ନଷ୍ଟ କରି ସାରିଲା ପରେ ତାର କମ୍ପାନୀ କାମ ଆରମ୍ଭ କରୁଛି, କିନ୍ତୁ ଜାଣିବା ଦରକାର ବୃକ୍ଷ ହିଁ ଜୀବନ ଜଳ ର ଯେମିତି ଆବଶ୍ୟକ ସେମିତି ବୃକ୍ଷ ହିଁ ଆବଶକ୍ୟ ବୃକ୍ଷ ନ ରହିଲେ ଅଭେମାନେ କେତେ ଯେ ଅସୁବିଧା ରେ ପଢୁଛେ ତାହା କେହି ବୁଝିବାକୁ ନାରାଜ, କମ୍ପାନୀ ର ବିଷାକ୍ତ ଗ୍ୟାସ ଆମ ଶରୀର କୁ ଯାଇଁ ବହୁତ ବଡ ରୋଗ ରେ ପକାଉଛି, କମ୍ପାନୀ ଜାଣି ବୃକ୍ଷ କାଟିବାକୁ ପଛାଉନାହିଁ, ଆଜିକା ଦିନରେ ଗଛ ଟେ ଲଗେଇବାକୁ କେହି ଆଗେଇ ଆସୁନଥିବା ସମୟ ରେ କୁଜଙ୍ଗ ଏଥେଲେଟିକ କ୍ଲବ ର ସଭାପତି ଦିଲୀପ କୁମାର ସାହୁ, ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ, କାଯ୍ୟ କରି ସଭାପତି ଦେବେନ୍ଦ୍ର ନାରାୟଣ ରାଜଗୁରୁ, ସମ୍ପାଦକ ରଜନୀକାନ୍ତ ଗୁରୁ, କ୍ରୀଡା ସଂଯୋଗ ପ୍ରଦୁମ୍ନ ପଟ୍ଟନାୟକ, ଏକ ବିରଳ ପ୍ରତୁସ୍ତୁତି ବୋଧ ଭାବେ ଗଛ ଟେ ଲଗେଇବା ଜୀବନ ବଂଚେଇବା ଏକ ନାରା ଦେଇ ସମାଜ କୁ ବାର୍ତ୍ତା ଦେଇଛନ୍ତି କୁଜଙ୍ଗ ରୁ ପ୍ରମୋଦ ଦାସ ଙ୍କ ରିପୋର୍ଟ
Article Image
Article Image
Article Image