Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ନାଉଗାଁ ପୋଲିସ ପକ୍ଷରୁ ତିରୁଣା ଛକ ନିକଟରେ ଚଢ଼ାଉ ଚୋରା ଦେଶୀ ମଦ ଜବତ ଅଭିଯୁକ୍ତ ଗିରଫ 1

ନାଉଗାଁ, 05/07/2025, ବିକ୍ରମ ଓଡ଼ିଶା ନିୟୁଜ: ନାଉଗାଁ ପୋଲିସ ପକ୍ଷରୁ ତିରୁଣା ଛକ ନିକଟରେ ଚଢ଼ାଉ ଚୋରା ଦେଶୀ ମଦ ଜବତ ଅଭିଯୁକ୍ତ ଗିରଫ
Article Image
ନାଉଗାଁ୫/୦୭/ବିକ୍ରମ ଓଡିଶା ନିୟଜୁ ପୋଲିସ ପକ୍ଷରୁ ତିରୁଣା ଛକ ନିକଟରେ ଚଢ଼ାଉ 30 ଲିଟର ଚୋରା ଦେଶୀ ମଦ ଜବତ ସହ ଅଭିଯୁକ୍ତ ଗିରଫ l ସୂଚନା ମୁତାବକ ଆଜି ତିରୁଣା ଛକ ଦେଇ ଚୋରା ମଦ ଚାଲାଣ ହେଉଥିବା ସମୟରେ ଗାରୋଇ ଫାଣ୍ଡି ଅଧିକାରୀ ଏଏସେଆଇ ପ୍ରଶାନ୍ତ କୁମାର ପ୍ରଧାନ ସେଠାରେ ଅତର୍କ୍ରିତ ଭାବେ ଚଢ଼ାଉ କରି 30 ଲିଟର ଚୋରା ଦେଶୀ ମଦ ଜବତ କରିବା ସହିତ, ଏହି କାରବାର ରେ ସମ୍ପୃକ୍ତ ନାଉଗାଁ ଥାନା ଅଞ୍ଚଳ ର କୋରୁଅ ଗ୍ରାମର ବାବୁ ରାମ ପଲେଇ ଙ୍କ ପୁଅ ଧନଞ୍ଜୟ ପଲେଇ ଙ୍କୁ ପୋଲିସ ଗିରଫ କରିବା ସହିତ ଏହି କାରବାର ରେ ବ୍ୟବହୃତ ଏକ ନମ୍ବର ବିହୀନ ମଟର ସାଇକେଲ କୁ ପୋଲିସ ନିଜ ହେପାଜତ କୁ ନେଇଛି l ଅନ୍ୟପଟେ ଏହି ଘଟଣା କୁ ଆଧାର କରି ନାଉଗାଁ ପୋଲିସ ଅବକାରୀ ଆଇନି ବଳରେ ୧୯୧/୨୦୨୫ ରୁଜୁ କରିଥିବା ନେଇ ପୋଲିସ ସୂତ୍ରରୁ ସୂଚନା ମିଳିଛି l
Article Image