Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ରଥ ଉଚ୍ଚ ବିଦ୍ୟାଳୟ ପରିଷରରେବନବିଭାଗ ପଖ୍ୟରୁ ।୭୬ ତମ ଜିଲ୍ଲା ସ୍ତରୀୟ ବନମହୋତ୍ସବ ଅନୁଷ୍ଠିତ 1

ଜଗତସିଂହପୁର , 05/07/2025, ବିକ୍ରମ ଓଡ଼ିଶା ନିୟୁଜ: ରଥ ଉଚ୍ଚ ବିଦ୍ୟାଳୟ ପରିଷରରେବନବିଭାଗ ପଖ୍ୟରୁ ।୭୬ ତମ ଜିଲ୍ଲା ସ୍ତରୀୟ ବନମହୋତ୍ସବ ଅନୁଷ୍ଠିତ
Article Image
ଜଗତସିଂହପୁର ବ୍ଲକ ସଦର କୋର୍ତଲ ମହିରା ଗ୍ରାମ ନିକଟରେ ଥିବା ରଥି ଉଚ୍ଚ ବିଦ୍ୟାଳୟ ପରିସରରେ ବନବିଭାଗ ପଖ୍ୟରୁ ବଡଧୁମଧାମରେ ବନମହୁସ୍ଛବ ଊହଜାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ଲୋକପ୍ରିୟ ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇଥିବା ମୁଖ୍ୟ ବକ୍ତା ଭାବେ ବନବିଭାଗ ଅଧିକାରୀ ଅନିଲ କୁମାର ରାୟ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଅଧଖ୍ୟ ମନୋଜ୍ କୁମର୍ ଭୋଇ ଏବଂ ବନ୍ୟଞ୍ଚଳ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟ ଏବଂ ବନ୍ୟପାଳ ଅଧିକାରୀ ପିତବାସ ମହାପାତ୍ର ଓ ରଥ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପଭୁତି ଯୋଗଦେଇଥିବା ବେଳେ ପ୍ରଥମେ ପ୍ରଦୀପ ପ୍ରଜୋଳନ କରିବା ସହିତ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଏହି ଅବସରରେ ସଭାରେ ଯୋଗଦେଇ ଥିବା ସମସ୍ତ ଅତିଥି ମାନେ ବୁଖ୍ୟ ର ଉପକାରିତା ସଂପର୍କରେ ବକ୍ତବ୍ୟ ରଖିଥିଲେ ଯାହାକି ଦିନକୁଦିନ ଲୋକ ମାନେ ଗଛ କାଟି ଧିରେ ଧିରେ ଏକ ପ୍ରକାର ଗଛ କାଟି ସଫା କରୁଥିବା ବେଳେ ଗଛ ଲଗାଇବାକୁ ଇଚ୍ଛା ପ୍ରକଟ କରୁନାହାନ୍ତି ଜାହାପାଇ ଗୋଟେ ପଟେ ଅମ୍ଳଜାନ ହ୍ରାସ ପାଇଥିବା ବେଳେ ବିଭିନ୍ନ ପ୍ରକାରର ରୋଗ ଏବଂ ତା ସହିତ ଖରାର ପ୍ରକୋପ ବଢୁଥିବା ନେଇ ବକ୍ତବ୍ୟ ରଖିବା ସହିତ ଆଗକୁ ସମସ୍ତେ ଗୋଟେ ଗୋଟେ ମା ପାଇଁ ଗଛଟିଏ ଲଗାଇବା ଜରୁରୀ ବୋଲି ସଚେତନତା ବାର୍ତ୍ତା ଦେଇଥିଲେ ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟ ର ଅନେକ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଅବିଭାବକ ଓ ବିଜେପି କର୍ମକର୍ତ୍ତା ଯୋଗ ଦେଇଥିଲେଜଗତସିଂହପୁର ଜିଲ୍ଲା ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକଙ୍କ ରିପୋର୍ଟ
Article Image