Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବନମହୋତ୍ସବ 1

ବୁଗୁଡ଼ା, 05/07/2025, ବିକ୍ରମ ଓଡ଼ିଶା ନିୟୁଜ: ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବନମହୋତ୍ସବ
Article Image
ବୁଗୁଡ଼ା,୦୫/୦୭(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ସହରର ଷୋହଳମାଇଲ ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଚାରପତି ସୁଧାଶ୍ରୀ ସୁରଝାଲିଆ, ଓକିଲ ସଙ୍ଘ ସଭାପତି ଅମର ପଟ୍ଟନାୟକ,ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର,ଓକିଲ ବିଭୁଦତ୍ତ ନାୟକ,ସାଇ ସନ୍ତୋଷିନୀ ପ୍ରଧାନ, ହରପ୍ରସାଦ ଦାସ,ଭକ୍ତରାମ ଦାସ,ଦେବୀ ନିବେଦିତା ଚୌଧୁରୀ, ରବିନ୍ଦ୍ର ପଣ୍ଡା,ପ୍ରଭାତ ଜେନା, ସୁଶାନ୍ତ ସେଠୀ ସମେତ ଅଦାଲତର କର୍ମଚାରୀ ଓ ବନ କର୍ମଚାରୀମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।