Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

କୁଜଙ୍ଗ ରେ ମହାପ୍ରଭୁ ଜଗନ୍ନାଥ ଙ୍କ ବାହୁଡା଼ ଯାତ୍ରା ବହୁ ଆଡମ୍ବର ରେ ସମାପନ 1

କୁଜଙ୍ଗ , 06/07/2025, ବିକ୍ରମ ଓଡ଼ିଶା ନିୟୁଜ: କୁଜଙ୍ଗ ରେ ମହାପ୍ରଭୁ ଜଗନ୍ନାଥ ଙ୍କ ବାହୁଡା଼ ଯାତ୍ରା ବହୁ ଆଡମ୍ବର ରେ ସମାପନ-ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ରେ ପ୍ରଭୁ ଜଗନ୍ନାଥ ଙ୍କ ବାହୁଡା଼ ଯାତ୍ରା ମହା ଆଡମ୍ବର ରେ ସମାପନ ହେଇଚି, ବାଜାଶଙ୍ଖ, ହରିବୋଲ ରେ କୁଜଙ୍ଗ ମା ତାରିଣୀ ମାଉସୀ ମା ଙ୍କ ଠାରୁ କୁଜଙ୍ଗ ବଜ଼ାର ପରୀକମା କରି ଜଗନ୍ନାଥ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ପଛଞ୍ଚି ପ୍ରଭୁ ଙ୍କ ପାଖରେ ଆରାଧ୍ୟାଭଜନ ସନ୍ଦ୍ୟା ପରିବେଷଣ କରିଥିଲେ ମୁଖ୍ୟ ଅତିଥି ଶ୍ରୀମତୀ ଜୋଶନ୍ନା ମୟୀ ଶତପଥି, ଭଜନ ସନ୍ଧ୍ୟା କୁ ଉଦଘାଟନ କରିଥିଲେ, ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଛେରା ପହରା କରିଥିଲେରାଜା ସୂର୍ଯ୍ୟ ମହାନ୍ତି, ଉପଦେଷ୍ଟା ଭାବେ ସୁର୍ଭାଂଶୁ ଶେଖର ଶତପଥି, ଦେବାଶିଷ ପାଣି, ମୁଖ୍ୟ ଦଇତାପତି ଚିରଞ୍ଜୀବ ନନ୍ଦ, ସଦସ୍ୟ ମାନେ ହେଲେ ଅନୁରାଗ ପ୍ରଧାନ, ବିଶ୍ବଜିତ ରାଉତ, ଅଶ୍ୱନିଦାସ, ପୂର୍ଣଚନ୍ଦ୍ର ଦାସ ଶର୍ମା, ରମାକାନ୍ତ ନାଥ, ସୌମ୍ୟରଂଜନ ମହାରଣା, ନୀତିଶ କୁମାର ନନ୍ଦ, ଜଗନ୍ନାଥ ମହାନ୍ତି, ମନୋଜ ବାରିକ, ବିନୋଦ ମହାନ୍ତି, ପ୍ରଳୟ ଖଣ୍ଡୁଆଳ, ଦେବାଶିଷ ଅଧିକାରୀ, ସତ୍ୟ ଜିତ କାନୁନଗୋ, ଗୋପାଳ ଦାସ, ନମ୍ବୋଦର ଦାସ, ଅମିତ ନାଥ ଶର୍ମା, ସତ୍ୟଜିତ ପ୍ରଧାନ, ଗୋପାଳ ସାହୁ, ଶ୍ରୀକାନ୍ତ ତ୍ରିପାଠୀ, ଙ୍କ ସହଯୋଗ ରେ ରଥ ଆସି କୁଜଙ୍ଗ ଜଗନ୍ନାଥ ମନ୍ଦିର ପାଖରେ ପହଂଚି ଥିଲା, କୁଜଙ୍ଗ ରୁ ପ୍ରମୋଦ ଦାସ ଙ୍କ ରିପୋର୍ଟ
Article Image
Article Image