Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ନୂଆପୋଖରୀ କେନ୍ଦ୍ରରେ ମାସିକ ସତସଙ୍ଘ 1

ତିର୍ତୋଲ, 06/07/2025, ବିକ୍ରମ ଓଡ଼ିଶା ନିୟୁଜ: ନୂଆପୋଖରୀ କେନ୍ଦ୍ରରେ ମାସିକ ସତସଙ୍ଘ
Article Image
ତିର୍ତୋଲ 5/7 ନୂଆପୋଖରୀ ହାଟ ପଡିଆ ଠାରେ ଥିବା ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ସତସଙ୍ଘ କେନ୍ଦ୍ରରେ ମାସିକ ସତସଙ୍ଘ ଅନୁଷ୍ଠିତ ହୋଇ ଯାଇଛି, ପ୍ରତିମାସ ପ୍ରଥମ ରବିବାରପୂର୍ବାହ୍ନ ରେ ନୂଆପୋଖରୀ ସତସଙ୍ଗ
Article Image
ର ଗୁରୁ ଭାଇ ମାନେ ଏହାକୁ ଆୟୋଜନ କରିଥାନ୍ତି, ଚଳିତ ଜୁଲାଇ ପାଞ୍ଚ ତାରିଖ ପୂର୍ବାହ୍ନ ରେ ଆଖ ପାଖ ପଞ୍ଚାୟତରୁ ଗୁରୁ ଭାଇମାନେ ଏଠାରେ ଏକତ୍ରିତ ହୋଇ ଭଜନ କୀର୍ତନ ଓ ପ୍ରାର୍ଥନା ସଭା କରିଥିଲେ, ଶତାଧିକ ଗୁରୁ ଭାଇ ଙ୍କ ନିମନ୍ତେ ଆନନ୍ଦ ବଜ଼ାର ରେ ପ୍ରସାଦ ସେବନ ଵେବସ୍ଥା ହୋଇ ଥିଲାରିପୋଟ :ଶ୍ରୀବତ୍ସ ପାଢ଼ୀ,