Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ପାରାଦୀପ, 06/07/2025, ବିକ୍ରମ ଓଡ଼ିଶା ନିୟୁଜ: ପବିତ୍ର ବାହୁଡା଼ ଦଶମୀ ଉପଲକ୍ଷେ କଳିଙ୍ଗ ମହିଳା ଶକ୍ତି ତରଫରୁ ସଫେଇ କାର୍ଯ୍ୟକ୍ରମ. କରାଯାଇ ଥିଲା l
ପାରାଦୀପ ପବିତ୍ର ବାହୁଡା଼ ଦଶମୀ ରେ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁ ଜଗନ୍ନାଥ ଙ୍କ ବାହୁଡା଼ ଯାତ୍ରା ଦେଖିବା ସହ ପ୍ରଭୂ ଶ୍ରୀ ଜଗନ୍ନାଥ ଦିର୍ଘ ନଅ ଦୀନ ଧାରି ମାଉସୀ ମା ଙ୍କୁ ଦର୍ଶନ କରି ବାକୁ ଆସିଥିବା ବେଳେ ଆଜି ପବିତ୍ର ବାହୁଡା଼ ଦଶମୀ ରେ ନିଜ୍ ମନ୍ଦିରକୁ ଯିବା ପାଇଁ ମନ ବଳାଇ ଥିବାରୁ ଶହ ଶହ ଭକ୍ତ ଜଗତର ନାଥ ଜଗନ୍ନାଥ ଙ୍କ ରଥକୁ ଆନନ୍ଦ ଉଲାସରେ ପୁଣି ଟାଣି ଟାଣି ନେଇ ପ୍ରଭୂ ଜଗତର ନାଥ ଜଗନ୍ନାଥ ଙ୍କ ମନ୍ଦିର ନିକଟରେ ପହଞ୍ଚାଇ ଥିଲେ l ଏହି ଅବସର ରେ ବହୁ ଜନ ସଧାରଣ ଙ୍କ ଭିଡ଼କୁ ପରିଲକ୍ଷିତ କରି ମାଉସି ମା ମନ୍ଦିର ଠାରୁ ପ୍ରଭୂ ଜଗନ୍ନାଥ୍ ଙ୍କ ମନ୍ଦିର ପର୍ଯ୍ୟନ୍ତ ହୋଇଥିବା ଅଳିଆ ପରିସ୍କାର କୁ ପାରାଦୀପ ର ଅର୍ଗ୍ରଣୀ ଅନୁଷ୍ଠାନ କଳିଙ୍ଗ ମହିଳା ଶକ୍ତି ସଭାନେତ୍ରୀ ମନୋରମା ଖଟୁଆ ଙ୍କ ତତ୍ୟା ବଧାନରେ ସମ୍ପୂର୍ଣ୍ଣ ସଫେଇ କାର୍ଯ୍ୟ କରା ଯାଉଥିଲା l ଏଥିରେ କଳିଙ୍ଗ ମହିଳା ଶକ୍ତି ର ବହୁ ମହିଳା ମାନେ ଯୋଗ ଦେଇ ସଫେଇ କାର୍ଯ୍ୟ କୁ ତ୍ୟୋରାନିତ କରିଥିବା ଦେଖିବାକୁ ମିଳିଥିଲା l କଳିଙ୍ଗ ମହିଳା ଶକ୍ତି ତରଫରୁ ମାଉସି ମା ମନ୍ଦିର ନିକଟରୁ ପ୍ରଭୂ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ପର୍ଯ୍ୟନ୍ତ ସଫେଇ କାର୍ଯ୍ୟ କରିଥିଲେ l ପାରାଦୀପ