Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବାଲିକଣି ରେ ଶ୍ରୀଜୀଉ ଙ୍କ ସୁନାବେଶ 1

ତିର୍ତୋଲ, 06/07/2025, ବିକ୍ରମ ଓଡ଼ିଶା ନିୟୁଜ: ବାଲିକଣି ରେ ଶ୍ରୀଜୀଉ ଙ୍କ ସୁନାବେଶ
Article Image
ତିର୍ତ୍ତୋଲ-୬/୭-(ରିପୋର୍ଟ-ଟୁକନ ସେଠୀ)ଦୋଆବ ଅଂଚଳ କୁହାଯାଉଥିବା ବାଲିକଣି ଠାରେ ଥିବା ଜଗନ୍ନାଥ ମନ୍ଦିର ରେ ଶ୍ରୀଜୀଉ ମାନଙ୍କୁ ସୁନାବେଶ କରାଯାଇଛି, ଏହି ସୁନାବେଶ ଦେଖିବା ପାଇଁ ଅନୋଳି,ସାନ ବାଲିକଣି,ବଡ ବାଲି କଣି,ହଂସୁରା, କାଠକୋଟ, ବଣସରା, ପ୍ରଭୁତି ଗ୍ରାମର ସହସ୍ରାଧିକ ଲୋକେ ଠାକୁର ଙ୍କୁ ଦର୍ଶନ କରିଥିଲେ, ନୃସିଂହ ଚରଣ ଚୌଧୁରୀ ଙ୍କ ତତ୍ୱବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା(ନେଟରେ ଫୋଟୋ)