Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ନୋଇଡା. ରେ ବାହୁଡା଼ 1

ତିର୍ତୋଲ, 06/07/2025, ବିକ୍ରମ ଓଡ଼ିଶା ନିୟୁଜ: ନୋଇଡା. ରେ ବାହୁଡା଼ତିର୍ତ୍ତୋଲ-୬/୭-(ରିପୋର୍ଟ-ଟୁକନ ସେଠୀ)-ଓଡିଶା ର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଆଜି କେବଳ ଓଡିଶା ରେ ସୀମିତ ହୋଇ ରହିନାହିଁ. ଜଗତର ନାଥ ଜଗନ୍ନାଥ ଙ୍କ ଅପାର କରୁଣାରୁ ଏହା ଓଡିଶା ବାହାରେ ଏମିତିକି ଭାରତ ବାହାରେ ମଧ୍ୟ ଜଗନ୍ନାଥ ପ୍ରେମୀଙ୍କୁ ଜଗା ତାର ରଥଦୌଡ଼ି ରେ ବାନ୍ଧି ରଖିଛି. ଆଜି ପବିତ୍ର ବାହୁଡା଼ ଯାତ୍ରା ରେ 5000 ରୁ ଅଧିକ ଭକ୍ତ ଏକତ୍ରିତ ହୋଇଥିଲେ ନୋଇଡା ସେକ୍ଟର ୧୦୧ ରେ ଥିବା ଜଗନ୍ନାଥ ଙ୍କ ରଥ ପାଖରେ। ଜଗନ୍ନାଥ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏହି ମନ୍ଦିର ରେ ରଥ ପହଂଚିବା ପରେ ହଜାର ହଜାର ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇ ଥିଲା.
Article Image
ଏ ଅଞ୍ଚଳ ର ଲୋକମାନଙ୍କ ସହଯୋଗ ଓ ଅନୁଦାନ ଯୋଗୁ ଏ ସବୁ ସମ୍ଭବ ହୋଇଛି. ବିଶେଷ କରି ଜଗନ୍ନାଥ ସେବା ଟ୍ରଷ୍ଟ ର ସମସ୍ତ ସଭ୍ୟ।, ସଭାପତି ଶ୍ରୀଯୁକ୍ତ ଅତନୁ ଦାଶ. ସମ୍ପାଦକ ମୃତ୍ୟୁଞ୍ଜୟ ସାମନ୍ତରା. କୋଷାଧକ୍ଷ ମାନସ ନାୟକ. ଚିତ୍ତରଞ୍ଜନ ଶତପଥୀ ସୁକାନ୍ତ ମହାନ୍ତି. , ରାମ ମହାନ୍ତି, ଅସିତ କୁମାର ପତି, ସମରେନ୍ଦ୍ର ଜେନା, ପବିତ୍ର କୁମାର ମିଶ୍ର, ଜୟପ୍ରକାଶ ମହାପାତ୍ର, ସୁରେନ୍ଦ୍ର ନାଥ ସାହୁ, ତତାୱାର ତ୍ରିପାଠୀ, ରଶ୍ମିକାନ୍ତ ନାୟକ, ଅଶୋକ ସlହୁ, , ରମାକାନ୍ତ ନାୟକ,ସଞ୍ଜୟ ନନ୍ଦ, ପବିତ୍ର କୁମାର ରାଉତ, ଶିବନାରାୟଣ ନାୟକ, ଉମେଶ ମହାନ୍ତି, କାର୍ତିକ ସାହୁ, ଜିତୁ ବେହେରା,ଜିତେନ୍ଦ୍ର ଶତପଥି, ପଦ୍ମନାଭ ରଥ, ଦୀପକ ଦାଶ, ସୁବ୍ରତ ଦାସ, ସୁଧୀର ମାଲିକ, ଶଶିଭୂଷଣ, ଚନ୍ଦ୍ରଶେଖର ବେହେରା, ମନୋରଞ୍ଜନ ଭୂୟାଁ, ନବୀନ ପରିଡା,କାଳିଆ ସାମନ୍ତରା.ଙ୍କ ଅକ୍ଲାନ୍ତ ପରିଶ୍ରମ. ନୋଇଡା ପ୍ରଶାସନ ର ସହଯୋଗ ହିଁ ଏତେବଡ଼ ଭବ୍ୟ କାର୍ଯ୍ୟକ୍ରମ ସମ୍ଭବ ହୋଇପାରିଛି
Article Image