Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବାଣିତରେ ବାହୁଡା଼ ଯାତ୍ରା 1

କୁଜଙ୍ଗ, 07/07/2025, ବିକ୍ରମ ଓଡ଼ିଶା ନିୟୁଜ: ବାଣିତରେ ବାହୁଡା଼ ଯାତ୍ରାଜଗନ୍ନାଥ ପେରିଲେ ସ୍ଵଗୃହକୁ
Article Image
କୁଜଙ୍ଗ :ଜଗତସିଂହପୁର ଜିଲ୍ଲାର ଐତିହାସିକ ପଶ୍ଚିମେଶ୍ୱର ପୀଠରେ
Article Image
ପୂଜା ପାଉଥିବା ଶ୍ରୀଜଗନ୍ନାଥ ବହୁଡା ଯାତ୍ରାରେ ଫେରିଲେ ସ୍ୱଗୃହକୁ, ମାଉସୀମା ଙ୍କ ଘରେ ନବ ଦିନାତ୍ମକଯାତ୍ରା ସରିବ ପରେ ନନ୍ଦିଘୋଷ ରେଆସି ବଡ଼ ଦାଣ୍ଡରେ ପହଂଚି ଛନ୍ତି ଗତକାଲି ଏକାଦସୀ ତିଥିରେ ସୁନାବେଶ ହେବାସହ ଆଜି ଅଧର ପଣା ପ୍ରଦାନ କରାଯିବ ଓ ଆସନ୍ତା କାଲି ନୀଳାଦ୍ରିବିଜେ ତିଥିରେ ମହାବାହୁ ମନ୍ଦିର ପ୍ରବେଶ କରିବେବୋଲି ପଶ୍ଚିମେଶ୍ୱର ମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି,ରିପୋଟ :ଶ୍ରୀବତ୍ସ ପାଢ଼ୀ,