Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 07/07/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତ୍ତୋଲ କୋର୍ଟରେ ବନସପ୍ତାହ ପାଳିତ
ତିର୍ତ୍ତୋଲ-୭/୭-ତିର୍ତ୍ତୋଲ କୋର୍ଟ ପରିସରରେ ବନସପ୍ତାହ ପାଳିତ ହୋଇଯାଇଛି।ବିଚାରପତି ପାରସ ପାଢ଼ୀ ଓ ତିର୍ତ୍ତୋଲ ଓକିଲ ସଂଘ ଦ୍ୱାରା ବିଭିନ୍ନ ଚାରା କୋର୍ଟ ପରିସରରେ କରାଯାଇଥିଲା।ବନବିଭାଗ କର୍ମଚାରୀ, କୋର୍ଟ କର୍ମଚାରୀ, କୋର୍ଟ ପୋଲିସ ମିଳିତ ଭାବେ ଏହି ବୃକ୍ଷରୋପଣ କରିଥିବାବେଳେ ଚାରା ଗୁଡିକ ବଂଚିବା ଓ ବଢିବା ପାଇଁ ଆବସକୀୟ ପଦକ୍ଷେପ ନିଆଯିବାକୁ ବିଚାରପତି କହିଥିଲେ।