Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଭାର ସ୍ୟାମ ହରାଇ ରାସ୍ତାପାର୍ଶ୍ଵ କୁ ପଲଟୀଲା ଡଷ୍ଟ ବୋଝେଇ ହାଇୱା 1

ନାଉଗାଁ, 08/07/2025, ବିକ୍ରମ ଓଡ଼ିଶା ନିୟୁଜ: ଭାର ସ୍ୟାମ ହରାଇ ରାସ୍ତାପାର୍ଶ୍ଵ କୁ ପଲଟୀଲା ଡଷ୍ଟ ବୋଝେଇ ହାଇୱା
Article Image
ନାଉଗାଁ :୮/୦୭: ବିକ୍ରମ ଓଡିଶା ନିୟଜୁ, ନାଉଗାଁ ବ୍ଳକ ଅନ୍ତର୍ଗତ ପାଳପୋଖରୀ ନିକଟରେ ଭାରସ୍ୟାମ ହରାଇ ରାସ୍ତା ପାର୍ଶ୍ଵ କୁ ପାଲଟିଲା ଡଷ୍ଟ ବୋଝେଇ ହାଇୱା ଅଳ୍ପକେ ବର୍ତିଲେ ଚାଳକ l ସୂଚନା ମୁତାବକ ଆଜି ଭୋର ସମୟରେ ଏକ ଡଷ୍ଟ ବୋଝେଇ ହାଇୱା ଗାଡି ନାଉଗାଁ ବ୍ଳକଛକ ରୁ ବାଲିକୁଦା ସଂଯୋଗ କରୁଥିବା ରାସ୍ତା ଦେଇ ଯାଉଥିବା ସମୟରେ ଗାଡିଟି ପାଳପୋଖରୀ ନିକଟରେ ଡ୍ରାଇଭର ଗାଡିର ଭାରସ୍ୟାମ ହରାଇବା ଫଳରେ ଗାଡି ଟି ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ପାର୍ଶ୍ଵ କୁ ଖସିପଡିବା ଫଳରେ ଚାଳକ ଜଣ କ ଅଳ୍ପକେ ବର୍ତ୍ତୀ ଯାଇଥିବା ର ଦେଖିବାକୁ ମିଳିଛି l ଅନ୍ୟପଟେ ଦୀର୍ଘ ଦିନ ପୂର୍ତ୍ତବିଭାଗ ପକ୍ଷରୁ ରାସ୍ତା ର ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ ହେବା ଫଳରେ ଏବେ ଏପରି ଛୋଟ ବଡ଼ ଦୁର୍ଘଟଣା ମାନ ପ୍ରତେକ ଦିନ ଦେଖବାକୁ ମିଳିଛୁ, ତେବେ ଏହି ରାସ୍ତା ଏବେ ମରଣ ଯନ୍ତା ପାଲଟୁଥିବା ବେଳେ ଏହି ରାସ୍ତା କୁ ଏବେ ତୁରନ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବା ପାଇଁ ସ୍ଥାନୀୟ ବାସୀ ଦାବୀ କରିଛନ୍ତି l
Article Image