Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

୬ଦଫା ଦାବିରେ ଆଜି ଡ୍ରାଇଭର ମହାସଙ୍ଘ ତରଫରୁ ଆନ୍ଦୋଳନ। 1

କାକଟପୁର, 09/07/2025, ବିକ୍ରମ ଓଡ଼ିଶା ନିୟୁଜ: ୬ଦଫା ଦାବିରେ ଆଜି ଡ୍ରାଇଭର ମହାସଙ୍ଘ ତରଫରୁ ଆନ୍ଦୋଳନ।
Article Image
କାକଟପୁର ତା ୮/୭ ( ତୁଷାର ଦୀକ୍ଷିତ ) ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ୬ ଦଫା ଦାବିରେ ମଙ୍ଗଳବାର ଦିନ ରାଜ୍ୟ ବ୍ୟାପି ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି। ପୁରୀ ଜିଲ୍ଲା କାକଟପୁର ଡ୍ରାଇଭର ସଙ୍ଘ ତରଫରୁ ଆଜି କାକଟପୁର ବଳରା ଠାରେ ଆନ୍ଦୋଳନ କରାଯାଇଛି। ଡ୍ରାଇଭର ମହାସଙ୍ଗ ରଖିଥବା ୬ ଦଫା ଦାବି ମଧ୍ୟରେ ଡ୍ରାଇଭର ଙ୍କ ସୁରକ୍ଷା ପାଇଁ ଅଇନି ଆଣିବା, ପ୍ରତି ଶହେ କିମି ରେ ପାର୍କିଙ୍ଗ ଓ ବିଶ୍ରାମ ଗାର, ଏବଂ ଶୌଚାଳୟ ର ସୁବିଧାକରିବା ସେପ୍ଟେମ୍ବର ୧ କୁ ଜାତୀୟ ଡ୍ରାଇଭର ଦିବସ ଭାବେଘୋଷଣା କରିବା, ପେନସନ ଲାଗୁକରିବା ଆଦି ସଙ୍ଘ ପକ୍ଷରୁ ଦାବି କରାଯାଇଛି।