Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

କୋରାଣିଆ ସାଇବାବା ଙ୍କ ମନ୍ଦିର ରୁ ବିଳମ୍ବିତ ରାତ୍ରିରେ ଚୋରୀ 1

ନାଉଗାଁ, 09/07/2025, ବିକ୍ରମ ଓଡ଼ିଶା ନିୟୁଜ: କୋରାଣିଆ ସାଇବାବା ଙ୍କ ମନ୍ଦିର ରୁ ବିଳମ୍ବିତ ରାତ୍ରିରେ ଚୋରୀ
Article Image
ନାଉଗାଁ ୯/୦୭- , ବିକ୍ରମ ଓଡିଶା ନିୟଜୁ ନାଉଗାଁ ଥାନା ଅଞ୍ଚଳ ର ରୋହିଆ ପଞ୍ଚାୟତ ର କୋରାଣିଆ ନିକଟରେ ଥିବା ସାଇବାବା ଙ୍କ ମନ୍ଦିର ରୁ ମୁଖ୍ୟ ଦ୍ୱାରା ଓ ମନ୍ଦିର ମଧ୍ୟରେ ଥିବା ଗଡ଼ରେଜ ର ତାଲା ଭାଙ୍ଗି ଦେଢ଼ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ, ସିସିଟିଭି ରେ କୟଦେ ହେଲା ଚୋରି ସମୟରେ ଦୃଶ୍ୟ, ଯାହାକୁ ଆଧାର କରି ସନ୍ଧନୀ କୁକୁର ସାହାଯ୍ୟ ରେ ପୋଲିସ ର ତଦନ୍ତ ଆରମ୍ବ l ଏପରି ଘଟଣା ଗତକାଲି ବିଳମ୍ବିତ ରାତ୍ର ସମୟରେ ଘଟି ଯାଇଛି, ଯାହା ଆଜି ସକାଳୁ ମନ୍ଦିର ର ପୂଜକ ଓ ମନ୍ଦିର ଦାୟତ୍ୱ ରେ ଥିବା ଅରଖ କୁଦ ଗ୍ରାମର ବିକାଶ ସ୍ୱାଇଁ ଜାଣିବା ପରେ, ବିକାଶ ଏକ ଲିଖିତ ଅଭିଯୋଗ ନାଉଗାଁ ପୋଲିସ ଷ୍ଟେସନ ରେ କରିଥିବା ବେଳେ, ଏହି ଅଭିଯୋଗ ଆଧାର ରେ ନାଉଗାଁ ପୋଲିସ ସନ୍ଧାନୀ କୁକୁର ସାହାଯ୍ୟ ରେ ତଦନ୍ତ ଆରମ୍ବ କରିଛି l
Article Image