Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 16/06/2025, ବିକ୍ରମ ଓଡ଼ିଶା ନିୟୁଜ: 1988ମସିହା ବ୍ୟାଚ ପକ୍ଷରୁ ବନ୍ଧୁ ମିଳନଜଗତସିଂହପୁର
ତା =16/6/25ଜଗତସିଂହପୁର ଜ଼ିଲ୍ଲା ର ବହୁ ପ୍ରାଚୀନ୍ନ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ସରକାରୀ ଉଚ୍ଚ ବିଦ୍ୟାଳୟ ସିଦ୍ଧଳ ର 1988ମସିହା ମାଟ୍ରିକ ବ୍ୟାଚ ପକ୍ଷରୁ ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ବନ୍ଧୁ ମିଳନ ଉଛବ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି | ଏହି ବନ୍ଧୁ ମିଳନ ରେ ଲିଙ୍ଗରାଜ ତ୍ରିପାଠୀ, ଦିଲ୍ଲୀପ ବେହେରା, ସଞ୍ଜୟ ପଣ୍ଡା ଙ୍କ ନେତୃତ୍ୱ ରେ ସହପାଠୀ ବନମାଳୀ ବେହେରା, ସୁବାଷ ମହାପାତ୍ର, ଉଷାରାଣି ବେହେରା, ନିରଞ୍ଜନ ସ୍ୱାଇଁ, ଅରୁଣ କୁମାର ଦାଶ, ସମୀର ଦାସ, ଭାଗବତ ନାୟକ, ହିମାଂଶୁ ଜେନା, ଦେବେନ୍ଦ୍ର ଦାସ, ନିମାଇଁ ଦାସ, ସୁଦର୍ଶନ ଦାସ ପ୍ରମୁଖ ଯୋଗଦେଇ ପବିତ୍ର ରଜ ସଂକ୍ରାନ୍ତି ରେ ପରସ୍ପର ମଧ୍ୟ୍ୟ ରେ ବନ୍ଧୁତ୍ୱ, ଭାତୃତ୍ୱ, ସଦଭାବ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ