Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଆବର୍ଜନା ରେ ସଢୁଛି ନିୟନ୍ତ୍ରିତ ବଜ଼ାର କମିଟି 1

ତିର୍ତୋଲ, 09/07/2025, ବିକ୍ରମ ଓଡ଼ିଶା ନିୟୁଜ: ଆବର୍ଜନା ରେ ସଢୁଛି ନିୟନ୍ତ୍ରିତ ବଜ଼ାର କମିଟି ବୋଧେଇ ପ୍ରାଙ୍ଗଣ
Article Image
ତିର୍ତୋଲ 09/07ଜଗତସିଂହପୁର ଜିଲ୍ଲା ନିୟନ୍ତ୍ରିତ ବଜ଼ାର କମିଟି ତରଫରୁ ଵେବସାୟୀ ମାନଙ୍କ ବିପଣିକ ଵେବସ୍ଥା ଓ ଉଦ୍ୟୋଗୀ ଯୁବକ ଯୁବତୀ ମାନଙ୍କୁ କର୍ମ ସଂସ୍ଥାନ ସ୍ଥଳୀ ଯୋଗାଇ ଦେବାପାଇଁ
Article Image
ଜିଲ୍ଲାର ବିଭିର୍ନ ବଜ଼ାରରେ ନିୟନ୍ତ୍ରିତବଜାର ପ୍ରଙ୍ଗନ ଗୃହ କୋଟି କୋଟି ଟଙ୍କା ବିନିମୟରେ ନିର୍ମାଣ କରାଯାଇଛି, କେଉଁଠି କାମରେ ଆସୁଛିତ କେଉଁଠି ନାହିଁ, ସେଭଳି ଅକାମି ବଜ଼ାର ନିୟନ୍ତ୍ରିତ ବଜ଼ାର ଟି
Article Image
ହେଉଛି ତିର୍ତୋଲ ବ୍ଲକ ବୋଧେଇ ପଞ୍ଚାୟତ ର ନୂଆପୋଖରୀ ଠାରେଏଠି ଜଗତସିଂହପୁର ନିଅନ୍ତ୍ରିତ ବଜ଼ାର କମିଟି ତରଫରୁ ୩୦ ଗୋଟିଗୃହ ଉପର ତଳ ହୋଇ ରହିଛି, ଗୃହ ଗୁଡିକ ବି ଆଲଟମେଣ୍ଟ ହୋଇଯାଇଛି ହେଲେ ଦୋକାନ ଗୃହ ଗୁଡିକ ଖୋଲୁନି କି ଦୀର୍ଘ ଦିନ ବିତି ବିତି ଯାଇଥେଲେବି ଉଦଘାଟନ ହୋଇ ପାରିନି l ଦୁଇ ତିନୋଟି ଦୋକାନ ଗୃହ ଖୋଲି ଥିଲେ ହେଁ ଆଉସବୁ ତାଲା ରେ ଅଳଙ୍କୃତ, କଳଙ୍କି ଲାଗିବାକୁ ବସିଲାଣି ସଟରଅବେବହୃତ ଯୋଗୁ ଆବର୍ଜନ କୁକୋଳେଇ ନେବାକୁ ବସିଛି ଏହି ବୋଧେଇ ନିଅନ୍ତ୍ରିତ ବଜ଼ାର କମିଟି ବୋଧେଇ ପ୍ରାଙ୍ଗଣ କେବେ ନବ କଲେବର ହେବ ଏହି ବିପଣିକ ବଜାର ସମସ୍ତ ଙ୍କ ମୁହଁ ରେ ପ୍ରଶ୍ନ ବାଚି??ରିପୋର୍ଟ :ଶ୍ରୀବତ୍ସ ପାଢ଼ୀ