Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ରେ ବିଭିନ୍ନ ଦଫା ଦାବିରେ ଟ୍ରେଡ ୟୁନିଅନ ର ଭାରତ ବନ୍ଦ ଡାକରା 1

କୁଜଙ୍ଗ , 10/07/2025, ବିକ୍ରମ ଓଡ଼ିଶା ନିୟୁଜ: ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ରେ ବିଭିନ୍ନ ଦଫା ଦାବିରେ ଟ୍ରେଡ ୟୁନିଅନ ର ଭାରତ ବନ୍ଦ ଡାକରା -କୁଜଙ୍ଗ ରେ ମିଳିତ ଶ୍ରମିକ ସଂଘଠନ ଙ୍କ ପକ୍ଷରୁ ଅଠର ଦଫା ଦାବି ନେଇ ସର୍ବଭାରତୀୟ ହରତାଳ କୁ ସମର୍ଥନ ଜଣାଇ ଏ ଆଇ ଟି ୟୁ ସି ପକ୍ଷରୁ କୁଜଙ୍ଗ ଲୋକନାଥ ଭବନ ଠାରେ ଉତ୍କଳ ମହିଳା ସମିତି ର ରାଜ୍ୟ ସମ୍ପାଦିକା ଶ୍ରୀମତୀ ଚିନ୍ମୟୀ ସାହାଣୀ, ଙ୍କ ନେତୃତ୍ୱ ରେ ଆନ୍ଦୋଳନ ଡକାଯାଇଥିଲ ଏଥିରେ ବହୁ ସଂଖ୍ୟ ମହିଳା ମାନେ ଯୋଗ ଦେଇଥିଲେ, କୁଜଙ୍ଗ ବଜ଼ାର ପରୀକର୍ମା କରି ସରକାର ଙ୍କ ଉପରେ ବର୍ଷୀଥିଲେ, କେନ୍ଦ୍ର ସରକାର ଙ୍କ ଶ୍ରମିକ ମାରାଣ ନୀତି କୁ ସମାଲୋଚନା କରିଥିଲେ, ଏଥିରେ ଏ ଆଇ ଟି ୟୁ ସି ଜଗତସିଂହପୁର ଜ଼ିଲ୍ଲା ସମ୍ପାଦକ ଶ୍ରୀ ସୁବାଷ ମହାପାତ୍ର, କାଯ୍ୟକାରୀ ସଭାପତି ଶ୍ରୀ ବିଷ୍ଣୁ ଚରଣ ମୁଦୁଲି, ସି ପି ଆଇ ନେତା ଶ୍ରୀ ଶରତ ଚନ୍ଦ୍ର ବେହେରା, ଶରତ ବଳିୟାରସିଂ, ଦାମୋଦର ତରାଇ, ମାନସ ମୁଦୁଲି, ରବୀନ୍ଦ୍ର ମାଝୀ, ସାବିତ୍ରୀ ପଣ୍ଡା, କୁନୀଲତା ରାଉତ, ଦେବେନ୍ଦ୍ର ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ ସମସ୍ତେ ସାମିଲ ହେଇଥିଲେ କୁଜଙ୍ଗ ରୁ ପ୍ରମୋଦ ଦାସ ଙ୍କ ରିପୋର୍ଟ
Article Image