Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଗରାମ ଗାଦିବ୍ରହ୍ମ ପୀଠରେ ରଜ ମହୋତ୍ସବ ପାଳିତ l 2

ତିର୍ତୋଲ, 16/06/2025, ବିକ୍ରମ ଓଡ଼ିଶା ନିୟୁଜ: ଗରାମ ଗାଦିବ୍ରହ୍ମ ପୀଠରେ ରଜମହୋତ୍ସବ ପାଳିତ l
Article Image
ତିର୍ତୋଲ 16/6:ରଜ ମହୋତ୍ସବ 2025 ମହା ଆଡ଼ମ୍ବର ସହକାରେ ତିର୍ତୋଲ ବ୍ଲକ ଗରାମ ପଂଚାୟତ ଠାରେ ବିଜେପି କର୍ମୀ ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇ ଯାଇଛି, ଏନେଇ ଏକ ସଭା ସ୍ଥାନୀୟ ଗାଦିବ୍ରହ୍ମ ମଠ ପରିସରରେ
Article Image
ଏ ଆୟୋଜନ କରାଯାଇ ଥିଲା ଏହି ସଭାରେ ଗରାମ ପଂଚାୟତ ବିଜେପି ପ୍ରମୁଖ, ଅବସର ପ୍ରାପ୍ତ ଶିକ୍ଷକ କୈଳାଶ ଚନ୍ଦ୍ର ଜେନା ସଭାପତିତ୍ୱ କରି ଥିଲେ ମୁଖ୍ୟ ଅତିଥିଭାବେ ମାନ୍ୟବର ଜଗତସିଂହପୁର ସାଂସଦବିଭୂପ୍ରସାଦ ତାରଇ, ସାମ୍ନାନିୟ ଅତିଥିଭାବେ ବିଜେପି ପୁରାତନ କାର୍ଯ୍ୟ କର୍ତ୍ତା ରଜିଆ ରସୁଲୁ, ଗରାମପଂଚାୟତ ସଭାନେତ୍ରୀ,ତଥା ରାଜ୍ୟ କୃଷକ ମୋର୍ଚା ନେତ୍ରୀ ଜୟ ଲଷ୍ମୀ ମହାନ୍ତି, ପଂଚାୟତ ବିଜେପି ସଙ୍ଘଠକ ପ୍ରଶାନ୍ତ ପଣ୍ଡା, ସମାଜ ସେବୀ ରମାକାନ୍ତ ସାହୁ, ବରିଷ୍ଠ ଶିକ୍ଷା ବିତି, ଅବସର ପ୍ରାପ୍ତ ଶିକ୍ଷକ,ପାଲା ଗାୟକ ପ୍ରବୋଧ କୁମାର ରଥ ଶର୍ମା, ସମାଜ ସେବୀ ବିଭୁତି ଭୂଷଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ରଜ ପର୍ବ ଉପରେ ସର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ରଜ ଉତ୍ସବ ପାଳନରେ ଯୋଗ ଦେଇଥିବା ଏସ ଏଚ ଜି ଗ୍ରୁଫୁ ମହିଳା ଙ୍କ ଭିଭିର୍ନ ଖାଦ୍ୟ ସାମଗ୍ରୀ, ହୁଳହୁଳି, ଶଙ୍ଖ, ଇତ୍ୟାଦି ପେତିଯୋଗିତା ଅନୁଷ୍ଠିତ କରାଯାଇକୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା,ଶ୍ରୀବତ୍ସ ପାଢ଼ୀ,( ବିକ୍ରମ ଓଡିଶା )