Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 10/07/2025, ବିକ୍ରମ ଓଡ଼ିଶା ନିୟୁଜ: ଚାଷୀଙ୍କ ପାଇଁ ତତପର ମଣିଜଙ୍ଗାଜଳସମ୍ପଦ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ
ତିର୍ତୋଲ :10/7ଆଗକୁ ଆସୁଛି ବର୍ଷା ଋତୁ, ଓଡିଶା ର ଜଲଭଣ୍ଡା ରେମହଜୁଦୁ ହୋଇଯିବ ବର୍ଷା ଜଳ ବନ୍ୟାର ରୂପ ନେଇପାରେ, ଏହି ବନ୍ୟା ଜଳକୁ ସଠିକି ଉପଯୋଗ ନିମନ୍ତେ ମହାନଦୀ ସାଉଥ ଡିଭିଜନତତ୍ପର ହୋଇଛି, ତଳଦଣ୍ଡା ଓ ତାର ଶାଖା କେନାଲ ଜରିଆରେ ବନ୍ୟାଜଳକୁ କୃଷି କାର୍ଯ୍ୟରେ ଲଗେଇବା ପାଇଁ ଟେଣ୍ଡର ମାଧ୍ୟମରେଶାଖା କେନାଲ କୁ ସଫେଇ କରାଯାଉଛି,ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକଠରେ ଥିବା ମହାନଦୀ ସାଉଥୁ ଡିଭିଜନ ର ମଣିଜଙ୍ଗା ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ମଧ୍ୟ୍ୟକେନାଲ ସଫେଇ ତ୍ୱରାନ୍ୱିତ କରାଯାଇଛି ଏହି ଉପଖଣ୍ଡ ଅଧୀନ 12ନମ୍ବର କେନାଲ କୁ ପ୍ରତିବର୍ଷଲକ୍ଷ୍ୟ ଧିକ ଟଙ୍କା ବିନିମୟରେ ସଫେଇ କରାଯାଉ ଥିଲା, ମାତ୍ରନୂତନ ନିର୍ବାହୀ ଯନ୍ତ୍ରୀ ଙ୍କ ଉଦ୍ୟମରେଏହାର ଭିତର କଂକ୍ରିଟ କରାଯାଇଏକ ଆଦର୍ଶ କେନାଲ ରେ ରୂପାନ୍ତରରି ତ ହେବାକୁ ଯାଉଛି, ଅବଶ୍ୟ ଠିକାଦାର ର ଅବହେଳା ପାଇଁ କାମ କମ୍ପ୍ଲିଟି ହୋଇ ପାରିନି,ଅନ୍ୟ ଶାଖା କେନାଲ କୁ ଠିକାଦାରଲଗେଇ ସଫେଇ କରାଯାଇଛି ଆଗାମୀ ଦିନରେ ଅତିରିକ୍ତ ବର୍ଷା ଜଳକୁ କୃଷିକ୍ଷେତ୍ର ରେ ବିନିଯୋଗ କରା ଯାଇ ପାରିବ, ସମସ୍ତ କେନାଲସଫେଇ ହୋଇ ଥିବାରୁ ଚାଷୀ ମାନେ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କୁଧନ୍ୟବାଦ ଜଣାଇ ଛନ୍ତି lଶ୍ରୀବତ୍ସ ପାଢ଼ୀ ଙ୍କୁ ରିପୋଟ