Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 11/07/2025, ବିକ୍ରମ ଓଡ଼ିଶା ନିୟୁଜ: ଆଶ୍ରା ବୃଦ୍ଧାଶ୍ରମରେ ବୃକ୍ଷ ରୋପଣ
ନାଉଗାଁ ୧୧/୦୭/ ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଲକ୍ ସ୍ଥିତ ଆଶ୍ରା ବୃଦ୍ଧାଶ୍ରମ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଶିକ୍ଷକ ହିମାଂଶୁ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି l ଏହିକାର୍ଯ୍ୟକ୍ରମରେ ପରିବେଶବିତ୍ ଉତ୍କଳ ରଞ୍ଜନ ମହାନ୍ତି, ସୁଶ୍ରୀ ଶୁଭଶ୍ରୀର ସମ୍ପାଦିକା ଡ. ବସନ୍ତ ମଞ୍ଜରୀ ଦାସ, ସୁଚିନ୍ତା ଅଧ୍ୟକ୍ଷ ଶିବପ୍ରସାଦ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ମହାନ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ଆଶ୍ରମରେ ବିଭିନ୍ନ ଚାରlବୃକ୍ଷ ରୋପଣ କରାଯାଇଥିବାବେଳେ ଏହା ଆଶ୍ରମ ସଭ୍ୟ ମାନଙ୍କ ଦାୟିତ୍ୱରେ ସମ୍ପନ୍ନ ହୋଇଥିଲା l ସୁଚିନ୍ତା ପକ୍ଷରୁ ଆଶ୍ରମର ପରିଚାଳିକା ସୀତା ରାଉତଙ୍କ ନିଃସ୍ୱାର୍ଥପର ସେବା ନିମିତ୍ତ ସମ୍ବର୍ଦ୍ଧିତ କରାଯାଇଥିଲା l