Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ପୋଲିସ୍ ର କାର୍ଯ୍ୟାନୁଷ୍ଠନ କୁ ନେଇ ପ୍ରଶ୍ନ କଲେ କୀନର ସଙ୍ଗ 1

ପାରାଦ୍ୱୀପ , 16/06/2025, ବିକ୍ରମ ଓଡ଼ିଶା ନିୟୁଜ: ପୋଲିସ୍ ର କାର୍ଯ୍ୟାନୁଷ୍ଠନ କୁ ନେଇ ପ୍ରଶ୍ନ କଲେ କୀନର ସଙ୍ଗ
Article Image
ଗତ ଦୁଇଦିନ ତଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ରାଙ୍ଗିଆ ଗଡା ର ରାମଚଣ୍ଡି
Article Image
ପଡ଼ାରେ ରହୁଥିବା କିନ୍ନର ରାଧା ଙ୍କ ଘରେ ରହି ଆସୁଥିବା ଏକ ପୋଷା କୁକୁର କୌଣସି କାରଣ ବସତ୍ ଘରୁ ବାହାରି ଯାଇ ପୋଡସି ଘରେ ପଶିଯାଇଥିଲା ତାକୁ ଆଣିବାକୁ ଯାଇଥିବା ଏକ ନାବାଳକ କୁ ମରଣାନ୍ତକ ଆକ୍ରମଣ କରିବା ସହ ମାଡ ମାରି ତାର ପିଠି ଫଟାଇଦେଇଥିଲେ ଏହାର ବିରୋଧ କରି ସ୍ଥାନୀୟ ପୋଲିସ ପ୍ରଶାସନ ର ସାହାଯ୍ୟ ପାଇଁ ଏକ ଲିଖିତ ଅଭିଯୋଗ କରିଥିଲେ କିନ୍ନର ସମାଜ କିନ୍ତୁ ବଡ ବିଡମ୍ବନା ର ବିଷୟ ପୋଲିସ ପ୍ରଶାସନ ଏଥିରେ କୌଣସି ପ୍ରକାରର ପଦ୍ଧକ୍ଷପ ନେଉନଥିବା ପ୍ରକାଶ କରିଛନ୍ତି କିନ୍ନର ସମାଜ ର କର୍ମକର୍ତା ମାନେ ଯଦି ଏଥିର କୌଣସି ସୁଫଳ ନ ମିଳେ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବା କୁ ପଚେବେ ନାହିଁ ବୋଲି ପ୍ରକାଶ କରିଛନ୍ତି ପାରାଦୀପ କିନ୍ନର ସମାଜ ତେଣୁ ଯଥା ଶୀଘ୍ର ଏହାର ସ୍ତାଇ ସମାଧାନ ପାଇଁ ଅନୁରୋଧ କରିଛନ୍ତି କିନ୍ନର ସମାଜ