Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଅଖିଳ ଭରିତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂପୁର ନଗର ତରଫ ରୁ ସୌମ୍ୟଶ୍ରୀ ଙ୍କ ଅକାଳ ବିୟୋଗ ହେତୁ ଶୋକସଭା ପାଳିତ 1

ଜଗତସିଂହପୁର , 17/07/2025, ବିକ୍ରମ ଓଡ଼ିଶା ନିୟୁଜ: ଅଖିଳ ଭରିତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂପୁର ନଗର ତରଫ ରୁ ସୌମ୍ୟଶ୍ରୀ ଙ୍କ ଅକାଳ ବିୟୋଗ ହେତୁ ଶୋକସଭା ପାଳିତ।୧୭/୦୭/୨୫
Article Image
REPOTER- OMM PRAKASHଜଗତସିଂପୁର ନଗର ତରଫ ରୁ ବିଜୁପଟ୍ଟନାୟକ ଡିଗ୍ରି କଲେଜ ରେ ଏଫ .ଏମ କାଲେଜ ର ଭଉଣୀ ସୌମ୍ୟଶ୍ରୀ ଙ୍କ ଅକାଳ ବିୟୋଗ ହେତୁ ଶୋକସଭା ସହ Icc commeti ର ସଦସ୍ୟ ଓ ଭଉଣୀଙ୍କର ଚରିତ୍ର ସଂହାର କରିଥିବା ଛାତ୍ର କଂଗ୍ରେସ ଓ ବିଜେଡି ଦଳ ର ନେତା ମାନଙ୍କୁ ଗିରଫ୍ ଓ ସୌମ୍ୟାଶ୍ରୀ ଭଉଣୀଙ୍କ ନାମରେ ଏକ କାଲେଜ ଛାତ୍ର ଛାତ୍ରୀ ମାନଙ୍କନ ସୁରକ୍ଷା ନିମନ୍ତେ ସୌମ୍ୟାଶ୍ରୀ ଭଉଣୀଙ୍କ ନାମରେ ସୌମ୍ୟାଶ୍ରୀ law କରିବା ପାଇଁ ବିଧ୍ୟାର୍ଥୀ ପରିସଦ ଦାବି କରିଛି | ଏଥିରେ ଉପସ୍ଥିତ ଥିଲେ ଜଗତସିଂପୁର ଜିଲ୍ଲା ସଂଯୋଜକ ସତ୍ୟ ପ୍ରକାଶ ମହାନ୍ତି +2 କ୍ୟାମ୍ପସ ୟୁନିଟ ପ୍ରେସିଡେଣ୍ଟ ସୋମ୍ୟରଞ୍ଜନ ପ୍ରଧାନ ଓ+3 ର ପ୍ରେସିଡେଣ୍ଟ ତ୍ରୀଲୋଚୋନ ନାଥ ଓ ପରିଷଦ ର ଅନ୍ୟ କାଜ୍ୟକର୍ତ୍ୟ ଉପସ୍ଥିତ ଥିଲେ। ଏହି ସଭା ଫଳରେ ଦୋଷୀଙ୍କୁ ଉଚିତ୍ ଦଣ୍ଡ ଏବଂ ଆମ ମାନଙ୍କ ଭଉଣୀ ସୈମ୍ୟଶ୍ରୀଙ୍କୁ ଉଚିତ୍ ନ୍ୟାୟ ମିଳିପାରିବ ବୋଲି ଆମର ଆଶା ଓ ବିଶ୍ବାସ।