Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଏ ଫ ଏମ କଲେଜ ଛାତ୍ରୀ ମୁର୍ତ୍ତୃ କୁ ନେଇ କଂଗ୍ରେସ ତରଫରୁ କୁଜଙ୍ଗ ରେ ବନ୍ଦ ପାଳନ 1

କୁଜଙ୍ଗ , 17/07/2025, ବିକ୍ରମ ଓଡ଼ିଶା ନିୟୁଜ: ଏ ଫ ଏମ କଲେଜ ଛାତ୍ରୀ ମୁର୍ତ୍ତୃ କୁ ନେଇ କଂଗ୍ରେସ ତରଫରୁ କୁଜଙ୍ଗ ରେ ବନ୍ଦ ପାଳନ -ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ରେ ଏ ଫ ଏମ କଲେଜ ଛାତ୍ରୀ ମୁର୍ତ୍ତୃ କୁ ନେଇ କୁଜଙ୍ଗ ରେ ଜାତୀୟ କଂଗ୍ରେସ ତରଫରୁ ବନ୍ଦ ଡାକରା, ବିରେନ ଦଳାଇ ଙ୍କ ନେତୃତ୍ୱ ରେ କୁଜଙ୍ଗ ବ୍ଲକ କଂଗ୍ରେସ ତରଫରୁ ବନ୍ଦ ଡାକରା ସଫଳତା ର ସହ ହେଇଯାଇଛି, ଏଥିରେ କୁଜଙ୍ଗ ବ୍ଲକ ର ପୂର୍ବତନ ସମିତି ସଭ୍ୟ ଶ୍ରୀ ନୂତନ ତ୍ରିପାଠୀ, ଏ ସି ସେଲ ର ପୂର୍ବତନ ସଭାପତି ଶ୍ରୀ ବିଶ୍ଵନାଥ ମଲ୍ଲିକ, କୁଜଙ୍ଗ ର ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ମଞ୍ଜୁଲତା ରାଉତ, ରଞ୍ଜନ ସାହୁ, ଅଭିନାଶ ମଲ୍ଲିକ, ବାଇନ ପଣ୍ଡା, ଜୟଦେବ ଦଳାଇ, ନଟବର ଦଳାଇ, କୁଜଙ୍ଗ ବଜ଼ାର ସହିତ କୁଜଙ୍ଗ ରେ ଥିବା ସବୁ ସରକାରୀ ଅଫିସ ବନ୍ଦ ଡାକରା ରେ ବନ୍ଦ ରଖିଥିଲେ, ଜାତୀୟ କଂଗ୍ରେସ ତରଫରୁ ଦିଆଯାଇଥିବା ବନ୍ଦ ଡାକରା ବହୁ ସଫଳତା ପାଇଥିଲା, ବିରେନ ଦଳାଇ ଙ୍କ ନେତୃତ୍ୱ ରେ କୁଜଙ୍ଗ ରୁ ପ୍ରମୋଦ ଦାସ ଙ୍କ ରିପୋର୍ଟ
Article Image