Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

କାର୍ଯ୍ୟରତ ଶ୍ରମିକ ଙ୍କ ଶାନ୍ତି ପୂର୍ଣ୍ଣ ଧାରଣା 12

ପାରାଦ୍ୱୀପ , 19/07/2025, ବିକ୍ରମ ଓଡ଼ିଶା ନିୟୁଜ: କାର୍ଯ୍ୟରତ ଶ୍ରମିକ ଙ୍କ ଶାନ୍ତି ପୂର୍ଣ୍ଣ ଧାରଣା କାଇ ଆନ୍ତର୍ଜାତିକ ପର୍ଣ୍ୟ ପରିବହନKICTରେ କାର୍ଯ୍ୟ କରୁଥିବା କଣ୍ଟ୍ରାକ୍ଟର ଚେନ୍ନାଇ ରାଧା ଏବଂ ଅନ୍ୟ କଣ୍ଟ୍ରାକ୍ଟର ର ଶ୍ରମିକ ମାନେ ଶାନ୍ତି ଶ୍ରୁଖଳା ସହ KICT ଆଡ଼ମିନ ଅଫିସ ଘେରାଉ କରିଛନ୍ତି. ସୂଚନା ମୁତାବକ , ଶ୍ରମିକ ମାନେ ବହୁତ ଦିନ ଧରି ଅଭିଯୋଗ କଲା ପରେମଧ୍ୟ ସେମାନେ ତାଙ୍କ ଦାବି ପାଇ ନାହାନ୍ତି. କମ୍ପାନୀ ବିଭିନ୍ନ ଆଳ ଦେଖାଇ ସମୟ ଗଡେଇ ଚାଲିଛି । ଯଦି ଯଥାଶୀଘ୍ର ସେମାନଙ୍କ ଦାବି ପୂରଣ ନହୁଏ ତେବେ ଆଗକୁ ଆନ୍ଦୋଳନ ଦ୍ବିଗୁଣୁତ ହେବ ।
Article Image