Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଇଲେକ୍ଟ୍ରି କର୍ମଚାରୀ କହି ମହିଳା ଙ୍କୁ ବଳାତ୍କାର ଉଦ୍ୟମ ଗ୍ରାମବାସୀ ଙ୍କ ଦ୍ବାରା ଅଟକ ପରେ ପୋଲିସ କୁ କଲେ ହସ୍ତାନ୍ତର 1

ତିର୍ତୋଲ, 19/07/2025, ବିକ୍ରମ ଓଡ଼ିଶା ନିୟୁଜ: ଇଲେକ୍ଟ୍ରି କର୍ମଚାରୀ କହି ମହିଳା ଙ୍କୁ ବଳାତ୍କାର ଉଦ୍ୟମ ଗ୍ରାମବାସୀ ଙ୍କ ଦ୍ବାରା ଅଟକ ପରେ ପୋଲିସ କୁ କଲେ ହସ୍ତାନ୍ତର
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତ୍ରିତୋଲ ଥାନା ଅନ୍ତର୍ଗତ କୋଲର୍ ପଞ୍ଚାୟତ ର ଓଳଗନ୍ଦା ଗ୍ରାମର ପ୍ରଶାନ୍ତ ମଲ୍ଲିକ ନାମକ ଜଣେ ବ୍ୟକ୍ତି ନିଜକୁ ଆଖଣ୍ଡଳମଣି ଇଲେକ୍ଟ୍ରି କମ୍ପାନୀ ର ଇଲେକ୍ଟ୍ରି କର୍ମଚାରୀ ପରିଚୟ ଦେବା ସହିତ ଇଲେକ୍ଟ୍ରି ମିଟର ବସାଇବା ନାଁ ରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ପୋତାନଇ ପଞ୍ଚାୟତରେ ଜଣେ ବ୍ୟକ୍ତି ଙ୍କ ଘରେ ପସି ଘରେ କେହି ନ ଥିବାର ସୁଯୋଗ ନେଇ ଘରେ ଏକୁଟିଆ ଥିବା ମହିଳା ଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ ଉକ୍ତ ମହିଳା ଚିତ୍କାର ଶୁଣି ସ୍ଥାନୀୟ ଲୋକମାନଙ୍କ ଦ୍ବାରା ଉକ୍ତ ବଳତ୍କାର ଉଦ୍ୟମ କରିଥିବା ବ୍ୟକ୍ତି ଗ୍ରାମବାସୀ ଙ୍କ ଦ୍ବାରା ଅଟକ ପରେ ତିର୍ତ୍ତୋଲ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀ ଉକ୍ତ ବ୍ୟକ୍ତି କୁ ପୋଲିସ ର ଜିମା ଦେଲେ । ଘଟଣାସ୍ଥଳରୁ ତ୍ରିତୋଲ ଥାନା କୁ ପୋଲିସ ଆଣିବା ପରେ ବର୍ତମାନ ପୋଲିସ ର ଦୋମୁହାଁ ନୀତି ଘରେ ପସି ବଳତ୍କାର ଉଦ୍ୟମ କରିଥିବା ବ୍ୟକ୍ତି କୁ ବଞ୍ଚାଇବାକୁ ଚେଷ୍ଟା କରି ଅଭିଯୋଗ କାରୀ ମହିଳା ଓ ତାଙ୍କ ସ୍ବାମୀ କୁ ଥାନା ରେ ଅଟକ ରଖି ନାଲି ଆଖି ଦେଖାଇ ଭୟବିତ କରୁଥିବା ନେଇ ଅଭିଯୋଗ କାରିଣୀ ଙ୍କ ସ୍ବାମୀ ସୁଚନା ପ୍ରଦାନ କରିଛନ୍ତିଜଗତସିଂହପୁର ଜିଲ୍ଲା ରୁ ବିକ୍ରମ ଓଡିଶା ନିୟୁଜ
Article Image