Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 21/07/2025, ବିକ୍ରମ ଓଡ଼ିଶା ନିୟୁଜ: ମାର୍କଣ୍ଡ ପୁର ଗ୍ରାମବାସୀ ଙ୍କ ଦ୍ବାରା ମାଁ ଟିଏ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଯୋଗ ଦେଲେ ବିଧାୟକ

ଜଗତସିଂହପୁରଜଗତସିଂହପୁର ପୌରପରିଷଦ 3 ନମ୍ଵର ଔଡ ର ଶତାଧିକ ଜୁବଗୋଷ୍ଟି ଓ ବୁଦ୍ଧିଜୀବି ଏବଂ ବିଧାୟକ ଙ୍କ ନେତୃତ୍ବରେ ବୃକ୍ଷ ମିତ୍ର ଅଭିଯାନ ରେ ମାଁ ଟିଏ ପାଇଁ ଗଛଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଗଛ ଲଗାଇବା ପାଇଁ ପ୍ରତି ଲୋକଙ୍କୁ ସଚେତନତା ବାର୍ତ୍ତା ଦେବା ସହିତ ଗଛଟିଏ ଲଗାଇବା ଦ୍ବାରା ଆମର କଣ ଉପକାର ହୁଏ ଗୋଟି ଗୋଟି କରି ବୁଝାଇଥିଲେ।ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏଥିରେ ବିଧାୟକ ଅମରେନ୍ଦ୍ର ଦାସ ଙ୍କ ସହିତ ପୁର୍ବତନ ନଗର୍ ସଭାପତି ଅଖେୟ କୁମାର ପାତ୍ର ବରିଷ୍ଠ ବିଜେପି ନେତା ଶ୍ରିକାନ୍ତ ଚୌଧୁରୀ ପୁର୍ବତନ ପାରିଷଦ ନିରଞ୍ଜନ ସେଠୀ ଅରବିନ୍ଦ ମହାପାତ୍ର ଜଗନ୍ନାଥ ସେଠୀ ଜଗନ୍ନାଥ ଦାସ କୈଳାସ ସାହୁ ରମେଶ ବେହେରା ପ୍ରଫୁଲ୍ଲ ବେହେରା ବାସୁଦେବ ସ୍ବାଇଁ ନବକିଶୋର ସାହୁ ଏବଂ ଜୁବସଙ୍ଘଠକ ସୁବ୍ରତ କୁମାର ଲେଙ୍କା କୁଷ୍ଠ ଚନ୍ଦ୍ର ସେଠୀ ପ୍ରଣବ ଦାସ ମନୋଜ କୁମାର ସେଠି ବୁଦ୍ଧଦେବ ସ୍ବାଇଁ ରଞିତି ଗୋଛୟତ ପ୍ରତାପ ଚନ୍ଦ୍ର ଦାସ ରାଜେସ ମଲ୍ଲିକ ରଞନ କୁମାର ସାହୁ ସ୍ମୃତି ରଞ୍ଜନ ଗୋଛୟତ ସମ୍ବିତ ସାହୁ ଓ ଅନେକ ବିଜେପି କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ବୃର୍ଖ୍ୟରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଧାୟକ ଅମରେନ୍ଦ୍ର ଦାସ ଙ୍କ ଏଭଳି କାର୍ଯ୍ୟ କୁ ନେଇ ସାଧାରଣରେ ଏକ ଖୁସିର ମାହୋଲ ଦେଖିବାକୁ ମିଳିଛିଜଗତସିଂହପୁର ଜିଲ୍ଲା ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକଙ୍କ ରିପୋର୍ଟ