Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 21/07/2025, ବିକ୍ରମ ଓଡ଼ିଶା ନିୟୁଜ: ବିଜେପି ରେ ମିଶିଲେ ବୋଧେଇ ପଂଚାୟତ ର ସରପଞ୍ଚ ଓ କର୍ମୀ
ତିର୍ତୋଲ 21/7ତିର୍ତୋଲ ବ୍ଲକ ବୋଧେଇ ଗ୍ରାମ
ପଞ୍ଚାୟତ ର ବହୁ ବିଜେଡି କର୍ମୀବିଜେପି ରେ ସାମିଲୀ ହେଇଛନ୍ତି,ଦିନକୁ ଦିନ ପାରାଦ୍ୱୀପ ବିଜେପିସାରା ନିର୍ବାଚନ ମଣ୍ଡଳୀଙ୍କୁ କବଳିତକରିବାକୁ ବସିଥିବା ବେଳେ ବିରୋଧୀ ବିଜେଡିର ସତା କମିବାରେ ଲାଗିଛି, ମିଳିଥିବା ଖବର ଅନୁସାରେ ଗତ କାଲି ତିର୍ତୋଲ ବ୍ଲକ ବୋଧେଇ ପଞ୍ଚାୟତ ର ବହୁ କର୍ମୀ ସରପଞ୍ଚ ପ୍ରତିନିଧି ଅଭିରାମ ଆଚର୍ଯ୍ୟ ଙ୍କ ନେତୃତ୍ୱ ରେପାରାଦ୍ୱୀପ ଯାଇ ମାନ୍ୟବର ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କୁ ଭେଟି ଥିଲେ ଶ୍ରୀ ସ୍ୱାଇଁ ଏମାନଙ୍କୁ ଦଳରେସାମିଲୀ କରିବା ସହିତ ଫଟୋ ଉଠେଇ ଥିଲେ l ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ରେ ସାମିଲୀ ଥିବା ତିର୍ତୋଲ ବ୍ଲକର ୭ ପଂଚାୟତ ବିଜେଡି ହାତରୁ ଖସି ଗଲାଣି, ଯେଉଁମୁଷ୍ଟିମେୟ କର୍ମୀ ଙ୍କୁ ଅସ୍ତ୍ର କରି ବିଜେପି ପାରାଦ୍ୱୀପ ରୁ ଜିତିଥିଲା ସେହି ମୁଷ୍ଟିମେୟ ଆଜି ବିରାଟ କଳ୍ପକର୍ମୀ ରେ ପରିଣତ ହେଲାଣି, ପାରାଦ୍ୱୀପ ନର୍ବାଚନ ମଣ୍ଡଳୀ ର ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେଡି ଆଉ ବିଜେପି ଦଳ ର ପାସାଙ୍ଗ ରେ ପଡ଼ୁନାହାନ୍ତି, କାରଣଡାକି ଆଣିଛି ଦଳର ନେତୃତ୍ୱ ର ଅଭାବ ଏହି ବିପତି କୁ ଡାକି ଆଣିଛି, ଆଗାମୀ ଦିନରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ରେସମ୍ପଦ ସ୍ୱାଇଁ ଙ୍କ ନେତୃତ୍ୱ କେବଳଭୋଟର ଙ୍କ ପାଇଁ ବିକଳ୍ପ