Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଭୁବନେଶ୍ୱର, 22/07/2025, ବିକ୍ରମ ଓଡ଼ିଶା ନିୟୁଜ: ଓଡିଶା ବିଭିନ୍ନ ଶୈବପୀଠରେ କାଉଡ଼ିଆ ମହା ଦେବଙ୍କୁ ଜଳ ଲାଗି କଲେ
ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ )ଶୈବପୀଠରେକାଉଡ଼ିଆଙ୍କଗହଳିଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର । ସମସ୍ତ ଶୈବପୀଠରେ ଲାଗିଛି କାଉଡ଼ିଆଙ୍କ ଗହଳି । ଦେବଦେବ ମହାଦେବଙ୍କୁ କରୁଛନ୍ତି ଜଳାଭିଶେକ ।ଶ୍ରାବଣ ଦ୍ବିତୀୟ ସୋମବାର ପାଇଁ ଓଡିଶା ର ବିଭିନ୍ନ ଶିବ ମନ୍ଦିର ରେ ସଖାଳୁ ଭକ୍ତ ଙ୍କ ଭିଡ଼ ଦେଖି ବାକୁ ମିଳିଚି ଶୁଭୁଥିଲା ‘ବୋଲ୍ ବମ୍ ହର ହର ବମ୍’, ‘ଭୋଲା ବାବା ପାର୍ କରେଗା’ ଓ ‘ଜଟିଆ ବାବା ପାର୍ କରେଗା’ ଭଳି କାଉଡ଼ିଆଙ୍କ ଡାକରା ଏବଂ ବିଭିନ୍ନ ଶିବ ଭଜନ ତଥା ଜଣାଣ ପରିବେଶକୁ ଅଧିକ କୋଳାହଳମ କାଉଡ଼ିଆମାନେ ବେଶ୍ ସୁରୁଖୁରୁରେ ଜଳ ଢ଼ାଳି ଥି ଲେ l ତେଣୁ ଶ୍ରାବଣ ସୋମବାରରେ ଜଳକୁ ମହାଦେବଙ୍କ ମସ୍ତକରେ ଢାଳିଲେ, କୋଟି ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି। ତେଣୁ ପ୍ରତିବର୍ଷ କାଉଡ଼ିଆମାନେ ବିଭିନ୍ନ ନଦୀ ରୁ ଜଳ ନେଇ ବିଭିନ୍ନ ଶୈବ ପୀଠକୁ ଯାତ୍ରା କରନ୍ତି। ଉପକୂଳ ଓଡ଼ିଶାର ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଆଜି ଜିଲ୍ଲାର ବିଭିନ୍ନ ଶିବ ମନ୍ଦିରକୁ କାଉଡ଼ିଆମା ଜଳ ଢ଼ାଳି ଥାନ୍ତି