Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଆସିଲା କେନାଲ ରେ ପାଣି, ଚାଷୀ ଆଶ୍ୱସ୍ତ, 1

ତିର୍ତୋଲ, 24/07/2025, ବିକ୍ରମ ଓଡ଼ିଶା ନିୟୁଜ: ଆସିଲା କେନାଲ ରେ ପାଣି, ଚାଷୀ ଆଶ୍ୱସ୍ତ,
Article Image
ତିର୍ତୋଲ 24/7
Article Image
ମହାନଦୀ ଦକ୍ଷିଣ ଡିଭିଜନ ଅଧୀନମଣିଜଙ୍ଗା ଜଳସେଚନ ଉପଖଣ୍ଡ ରତାଳଦଣ୍ଡା କେନାଲ ଓ ତର ଶାଖା କେନାଲ ମାନଙ୍କ ରେ କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପାଣିଛାଡିଛନ୍ତି ମଣିଜଙ୍ଗା ସହକାରୀ ନିର୍ବାହୀ ଯନ୍ତ୍ରୀ, ଚଳିତ ବର୍ଷ ଜଳାଭବ ଦେଖାଯିବାରୁ ଚାଷୀ ଙ୍କ ଚିନ୍ତା ବଢିଯାଇ ଥିଲା ତଳି ଘେରାପ୍ରସ୍ତୁତ ଓ ରୋପଣ ନିମନ୍ତେ ପାଣି ନିଅଣ୍ଟିଆ ରହୁଥିବାରୁ ମଣିଜଙ୍ଗା ଜଳ ସେଚନ ଉପଖଣ୍ଡ ପ୍ରଥମ ନିୟନ୍ତ୍ରୀତ ବନ୍ୟା ଜଳକୁ ଚାଷ କାମ ରେ ବେବହାର କରିବାକୁ କେନାଲମାଧ୍ୟମରେ କୃଷି ଓ କୃଷକ ଙ୍କ ପାଖରେ ପହଂଚି ଥିବାରୁ ଚାଷୀମାନେ ଧନ୍ୟବାଦ ଜଣାଇ ଛନ୍ତିଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ