Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ରାହାମା, 24/07/2025, ବିକ୍ରମ ଓଡ଼ିଶା ନିୟୁଜ: ଆଗାମୀ ପଞ୍ଚାୟତ ନିର୍ବାଚନ ବେଳକୁ ଏ ଲାଇଟି ଆଉ ନଥିବ
ରାହାମା ୨୪/୭ଲକ୍ଷେ ଟଙ୍କାର ହେଇମାକ୍ସ ଲାଇଟିଖୁଣ୍ଟରୁ ୩ ଖସିଗଲାଣି ଆଉ ଦୁଇ ରହିଛି, ଜ଼ିଲ୍ଲା ପରିଷଦ ପାଣ୍ଠିରୁ ବିନିଯୋଗ କରାଯାଇ ରାହାମାବଜ଼ାର ରେ ବିଜୁ ବାବୁ ଙ୍କ ଷ୍ଟାଚୁ କୁଆଲୋକୀ କରଣ କରିବାକୁ ଲଗାଯାଇଥିବା ହାଇ ମାକ୍ସ ଲାଇଟି ଅବସ୍ଥା ଏପରି, lକୁଜଙ୍ଗ ବ୍ଲକ ଦୁଇ ନମ୍ବର ଯ଼ୋନ ଜ଼ିଲ୍ଲା ପରିଷଦ ସଭ୍ୟ ଙ୍କ ପାଣ୍ଠିରୁହାଇ ମାକ୍ସ ଲାଇଟି ଲଗାଯାଇ ଥିଲା ହେଲେ ଏହାର ଲାଇଫିକୁ ପାଞ୍ଚ ବର୍ଷପୁରିଲାନି ଅଚଳ ହୋଇ ଝଡି ପଡିଛି.ଲଖ୍ୟା ଧିକ ଟଙ୍କା ବିନିଯୋଗ ରେ ତତ୍କାଳୀନ ଠିକାଦାର ଏଭଳି ନିମ୍ନମାନର ହାଇ ମାକ୍ସ ଲାଇଟି ଲଗାଇଛି, ଯାହାର ନାହିଁ ଗ୍ୟାରେଣ୍ଟି କି ୱାରେଣ୍ଟି ନାହିଁ, ଜିଲ୍ଲା ପରିଷଦ ସଭ୍ୟ ଙ୍କ ଟର୍ମ ସାରିବା ସହିତ ବିଭିର୍ଣ୍ଣ ପଞ୍ଚାୟତ ରେ ଲଗାଯାଇଥିବା ଜିଲ୍ଲା ପରିଷଦ ପାଣ୍ଠି ର ହାଇ ମାକ୍ସ ଲାଇଟି ସବୁ ଅଚଳ, ଲୋକେ ଟୁପୁରୁ ଟା ପୁରୁ ହେଉଛନ୍ତି ଆପରେ କି ଲାଇଟି ଲଗେଇବେ ଜନ ପ୍ରତିନିଧି