Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 25/07/2025, ବିକ୍ରମ ଓଡ଼ିଶା ନିୟୁଜ: ଏରଡା ଗ୍ରାମର ବରୁଣେଶ୍ବ ଯୁବକ ସଂଘ ତରଫରୁ ବନମହୋତ୍ସବ ପାଳିତ।ନାଉଗାଁ ୨୫/୦୭/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଳକ ଅନ୍ତର୍ଗତ ଗଳଦାରୀ ପଜ୍ଞାୟତର ଏରଡା ଗ୍ରାମର ବରୁଣେଶ୍ବର ଯୁବକ ସଂଘ ତରଫରୁ ବନମହୋତ୍ସବ,ମା ପାଇଁ ଗଛଟିଏ ପାଳନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଏରଡା ଗ୍ରାମର ଦେବିନଦୀ ପଠା ସହିଦ ଉଗ୍ରେସେନ ଖେଳପଡିଆ ଚତୃପାର୍ଶ୍ବରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଉଛି। ଏଥିରେ ମୁକ୍ଷ୍ୟ ଅତିଥି ଭାବେ ଗଳଦାରୀ ପଜ୍ଞାୟତର ସମିତି ସଭ୍ୟଙ୍କ ପ୍ରତିନିଧି କର୍ମବୀର ପ୍ରଭାତ କୁମାର ସ୍ବାଇଁ ଯୋଗଦେଇ ଯୁବକ ସଂଘର ପିଲାମାନଙ୍କୁ ଉଛାହିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ଡମ୍ବରୁଧର ବସ୍ତିଆ, ଦେବାଶିଷ ବସ୍ତିଆ,ନିହାର ରଜ୍ଞନ ସ୍ବାଇଁ,ଟାର୍ଜନ ସ୍ବାଇଁ,ସୈମ୍ୟରଜ୍ଞନ ସ୍ବାଇଁ,ଆସୁତୋଷ ବସ୍ତିଆ,ଅଭିନନ୍ଧନ ସ୍ବାଇଁ,ସହିତ ଅନେକ ସଦସ୍ୟ ଯୋଗଦେଇ ଥିଲେ।