Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 26/07/2025, ବିକ୍ରମ ଓଡ଼ିଶା ନିୟୁଜ: ନୂଆପୋଖରୀ ଠାରେ SBI ATMବସାଇବାକୁ ଦାବି କରୁଛନ୍ତି ସ୍ଥାନୀୟ ବାସୀ,
ତିର୍ତୋଲ ୨୭/୭ ଆଜିକାଲି ଡିଜିଟାଲ ଯୁଗରେ 90ଭାଗ ଲୋକ

ଡିଜିଟାଲ ଟ୍ରାଞ୍ଜାକସନ ଉପରେ ନିର୍ଭର ଶୀଳ ତେଣୁ ସରକାରୀ ଓ ବେସରକାରୀ ବକ୍ୟାଙ୍କର ମାନେ ଜନସାଧାରଣ ଙ୍କୁ ସେବା ଯୋଗାଇବା ଲାଗି ଛକ ବଜାର ମାନଙ୍କ ରେ ପ୍ରତିଯୋଗିତା ମୂଳକ ATM ମେସିନି ବସାଇ ନିରବ ଛିର୍ଣସେବା ଯୋଗାଇ ଆସୁଛନ୍ତି ହେଲେଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକବୋଧେଇ ପଂଚାୟତ ଦେଇ ଯାଇଥିବା ଏରସମା-ମଣିଜଙ୍ଗା ରାସ୍ତାର ନୂଆପୋଖରୀ ବଜ଼ାର ରେSBIATM ଟିଏ ବସାଇବାକୁ ଦାବି କରୁଛନ୍ତି ଲୋକେ lତିର୍ତୋଲ ଅଞ୍ଚଳ ର ନୂଆପୋଖରୀ ବଜ଼ାର ର ଗୁରୁତ୍ୱ ଅଧିକ କାରଣ ଏଠି ରହିଛି ୧୧ ଗୋଟି କରତ କଳସାରା ଜିଲ୍ଲାରେ ସ ମିଲି ଇଣ୍ଡଷ୍ଟ୍ରିଆଲ ୟୁନିଟି ଭାବେ ଏହି ଜିଲ୍ଲା ର ନୂଆ ପୋଖରୀ ବଜ଼ାର ପରିଚିତ l ଏହି ସ ମିଲି ରେ ୩ ସହ ଶ୍ରମିକ, ବହୁ କାଠ ବ୍ୟବସାଇ, ଚଳ ପ୍ରଚଳ, ହେଉଥିବା ବେଳେ ନୂଆପୋଖରୀ ବଜ଼ାର ଚତୃପାର୍ଶ୍ୱ ରେ ଥିବା ପାଞ୍ଚ ଗୋଟି ପଂଚାୟତ ଯଥା ବୋଧେଇ, ଗୋରଡ଼,ଜଗନ୍ନାଥପୁର, ପଣ୍ଡୁଆ, ବଣିତ ପଂଚାୟତ ର ଲଖ୍ୟା ଧିକଲୋକେ ଏହି ବଜାର ସହିତ ସିଧାକରବାର ଓ ଯାତାୟତ ରହିଛି, ବଡ଼ଦୁଃଖର କଥା ଏଠି ଜାତୀୟ କରଣବ୍ୟାଙ୍କ ର ATM ଟିଏ ନାହିଁ, ଏହିକିଛି ଦିନ ହେଲା ଘରୋଇ ATM ଟିଏ ବସିଛି ମାତ୍ର ଏହା ଏତେଲୋକଙ୍କୁ ସେବା ଯୋଗାଇବାକୁ ବିଫଳ ହେଉଛି, ଆଖ ପାଖ ବ୍ୟାଙ୍କATM ସେବାକୁ ଦେଖିଲେ ଦକ୍ଷିଣ କୁ ପାଞ୍ଚ କିମି ଦୂରରେ ଜଗନ୍ନାଥ ପୁର ବଜ଼ାରେ ରହିଛି SBI ର ATM,ଉତ୍ତରକୁ ସାତ କିମି ଦୂରରେ ରହିଛି ମଣିଜଙ୍ଗା ବଜ଼ାର ରେ ATM, ପୂର୍ବକୁ ତିନି କିମି ଦୂରରେ ରହିଛି ପଣ୍ଡୁଆ ୟୁକୋ ବ୍ୟାଙ୍କ ATMପଶ୍ଚିମ ରେ 15କିମି ଦୂରରେ ରହିଛିସାରଳା ମନ୍ଦିର କନକ ପୁର ବଜ଼ାରATM ମାନ, ତେଣୁ ନୂଆପୋଖରୀବଜ଼ାର ATM ଦାବି କେତେ ଗୁରୁତ୍ୱ ପୁର୍ଣ ବ୍ୟାଙ୍କ ଉଚ୍ଚ କତୃପକ୍ଷ ଅନୁଭବକରିବା ଉଚିତ, ଓ ଜନସାଧାରଣ ଙ୍କଦାବି କେତେ ଯଥାର୍ଥ ବ୍ୟାଙ୍କ ଅନୁଭବ କରି ତୁରନ୍ତ ନୂଆ ପୋଖରୀ ଠାରେ ବ୍ୟାଙ୍କ ATMମେସିନି ବସାଇବା କୁ ସାଧାରଣ ରେଦାବି ହେଉଛି lରିପୋର୍ଟ:ଶ୍ରୀବତ୍ସ ପାଢ଼ୀ