Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 17/06/2025, ବିକ୍ରମ ଓଡ଼ିଶା ନିୟୁଜ: ସନ୍ତୋଷୀ ମନ୍ଦିରରେ ପ୍ରବଚ଼ନତିର୍ତ୍ତୋଲ-୧୭/୬-(ରିପୋର୍ଟ-ଟୁକନ ସେଠୀ) ତିର୍ତୋଲରଗୋପିଆ କୁଦଠାରେ ଥିବା ମାସନ୍ତୋଷୀ ମନ୍ଦିର ପ୍ରାଙ୍ଗଣରେ ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ (ବୁଲୁନନା)ଙ୍କ ପୌରୋହିତରେ ପବିତ୍ର ରଜ ସଂକ୍ରାନ୍ତିର ପବିତ୍ର ସଂଧ୍ୟାରେ ଶ୍ରୀଜଗନ୍ନାଥ ସଂସ୍କୃତିର କଥା ପ୍ରଚାରକଥା ସିଦ୍ଧାର୍ଥ ଟି.ଭିର ଯାଇଫୁଲ ମାଳିକା ପ୍ରବଚ଼କବାବା ଦିବାକର ଦାସ ମହାରାଜ କଳିଯୁଗର ବିପଥଗାମୀମନୁଷ୍ୟକୁସତ୍ ପଥରେ ଅନୁସରଣ କରି ଚାଲିବାକୁ ଏକ ଦିବ୍ୟପରାମର୍ଶ ପ୍ରଦାନ କରିଥିଲେ । ଅନୁଷ୍ଠିତ ଏକ ଦିବସୀୟ ସଂଧ୍ୟା କାର୍ଯ୍ୟକ୍ରମରେ ସନ୍ତୋଷୀ ମାଆଙ୍କ ମୂଖ୍ୟ ସେବିକା ମାତା ବାସନ୍ତୀଙ୍କ ପରିଚାଳନାରେ ସନ୍ତୋଷ ନାୟକ,ନୃସିଂହନାଥ , ଶଶାଙ୍କ ନାଥ ଶର୍ମା, ସନ୍ତୋଷନାଥ.ସୁମନ୍ତ ନାଥ,କୁମରନାଥ ଓ ଅଚ୍ୟୁତନାଥ ପ୍ରଭୃତି ସହଯୋଗ କରିଥିଲେ,