Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ନାଉଗାଁ ପାଳସାହି ନିକଟରେ ଭାରସ୍ୟାମ ହରାଇ ପୋଖରୀ କୁ ଖସି ପଡିଲା ସିମେଣ୍ଟ ବୋଝେଇ ମିନି ଟ୍ରକ l 1

ନାଉଗାଁ, 27/07/2025, ବିକ୍ରମ ଓଡ଼ିଶା ନିୟୁଜ: ନାଉଗାଁ ପାଳସାହି ନିକଟରେ ଭାରସ୍ୟାମ ହରାଇ ପୋଖରୀ କୁ ଖସି ପଡିଲା ସିମେଣ୍ଟ ବୋଝେଇ ମିନି ଟ୍ରକ lନାଉଗାଁ ୨୭/୦୭/ ବିକ୍ରମ ଓଡିଶା ନିୟଜୁ ନାଉଗାଁ ଥାନା ଅଞ୍ଚଳ ର ପଳସାହି ଏକ ସିମେଣ୍ଟ ବୋଝେଇ ମିନି ଟ୍ରକ ନାଉଗାଁ ବଜାର ଅଭିମୁଖେ ଆସୁଥିବା ସମୟରେ ହଟାତ ଡ୍ରାଇଭର ଉକ୍ତ ମିନି ଟ୍ରକ ର ଭାରସ୍ୟାମ ହରାଇ ଗାଡି ଟି ପୋଖରୀ ଭିତ୍ତରକୁ ପୁରାଇ ଦେଇଥିଲେ l ତେବେ ଘଟଣା ସ୍ଥଳରେ ଥିବା ସ୍ଥାନୀୟ ଲୋକେ ଡ୍ରାଇଭର କୁ ଗାଡି ମଧ୍ୟରୁ ଉଦ୍ଧାର କରିଥିଲେ ମଧ୍ୟ ଗାଡି ସମ୍ପୂର୍ଣ ପୋଖରୀ ଭିତରକୁ ଖସି ପଡି଼ବା ଫଳରେ ଗାଡି ମଧ୍ୟରେ ଥିବା ସିମେଣ୍ଟ ନଷ୍ଟ ହୋଇଯାଇଥିଲା l ଅନ୍ୟପଟେ ଘଟଣା ସ୍ଥଳରେ ନାଉଗାଁ ଅଗ୍ନିଶମ ବାହିନୀ ପହଂଚି ଥିବା ର ମଧ୍ୟ ଦେଖା ଯାଇଛି l
Article Image
Article Image